ଧାରଣାରେ ବସିଲେ ସମବାୟ ସଂପାଦକ ସଂଘ, ତିନି ନିଲମ୍ବିତ ସଂପାଦକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୩୨ଟି ସମବାୟ ସମିତିର ସଂପାଦକମାନେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି। ମିଳିଥିବା ସୂଚନାନୁସାରେ ତିନିଜଣ ସମବାୟ ସମିତିର ସଂପାଦକଙ୍କ ନିଲମ୍ବନ ବିରୋଧରେ ସେମାନେ ଧାରଣାରେ ବସିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର…