ପ୍ରେସ ୟୁନିୟନର ୫ମ ପ୍ରତିଷ୍ଠା ଦିବସ ପାଳିତ
ରାୟଗଡ(ସରୋଜ କୁମାର ସାହୁ ) : ପ୍ରେସ ୟୁନିୟନ ରାୟଗଡାର ୫ମ ପ୍ରତିଷ୍ଠା ଦିବସ ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ର ଓ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ମଝୀଘରିଆଣୀଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ…