ମର୍ଡର ମାତ୍ର ୧୭୩୫ ଟଙ୍କା ପାଇଁ
ପାଇକମାଲରୁ ହତ୍ୟାକାଣ୍ଡ ର ଅଭିଯୁକ୍ତକୁ କାବୁକଲା ପୋଲିସ
ବରଗଡ :- ମାତ୍ର 1735 ଟଙ୍କା ପାଇଁ ଜଣେ ମଣିଷକୁ ହତ୍ୟା କରାଯାଇଥିବା କଥା ଶୁଣିଲେ ସହଜରେ ବିଶ୍ୱାସ କରି ହେବ ନାହିଁ । ହେଲେ ଏହା ସମ୍ପୂର୍ଣ୍ଣ ସତ । ପଡୋଶୀ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା…