ବେପରୁଆ ଗାଡି ଚାଲନାର କୁପରିଣତି ,ଅଳ୍ପକେ ବର୍ତିଲା ଝିଅର ଜୀବନ ।
ପଦ୍ମପୁର-ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଲୁଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚାଲଣା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବସ ବଡ଼ପଣ୍ଡାର ଜନଗହଳି ପୂର୍ଣ୍ଣ ଯାଗାରେ ବେପରୁଆ ଭାବରେ ଗାଡି…