କୋଇଲା ସ୍କାମ : ଦିଲ୍ଲୀପ ରାୟ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ

ଭୁବନେଶ୍ୱର (ଶାସକ ପ୍ରଶାସକ) କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ 3 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ୧୯୯୯ରେ ଝାରଖଣ୍ଡ କୋଇଲା ବ୍ଲକ ଆବଣ୍ଟନରେ ହୋଇଥିବା ଅନିୟମିତତା ଘଟଣାରେ ତାଙ୍କ ଭୂମିକା ଥିବାରୁ ପୂର୍ବତନ କେନ୍ଦ୍ର…

ମନ୍ତ୍ରୀଙ୍କ ପୁଅ ଜମି ଲିଜ୍ ମାମଲା :ମଇଦାନକୁ ଓହ୍ଲାଇଲା କଂଗ୍ରେସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ସୋଡ଼ାମାଲ ଗ୍ରାମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଲ କୁମାର ଦାସଙ୍କ କମ୍ପାନୀକୁ ଇଡକୋ ଦ୍ବାରା ୮ ଏକର ଜମି ଲିଜ୍ ଦେବା ମାମଲା ଜିଲ୍ଲାରେ ତୁମୁଳ ଝଡ଼ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ସଂଗଠନ ଓ ଦଳ…

ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାତ୍ମକ ଆକ୍ରମଣ

ପୋଲସରା /ଡ଼ଃ. କୁମୁଦ ଚନ୍ଦ୍ର ବେହେରା-ଗଞ୍ଜାମଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପୋଲସରା ସହରର ଅଇରାଣୀ ପୋଖରୀ ନିକଟ ତ୍ରିନାଥ ମନ୍ଦିର ପରିସରରେ ଅକ୍ଟୋବର ୨୫ ତାରିଖ ଦିନ ପ୍ରାୟ ଦିବା ୧୨ ଘଣ୍ଟାରୁ ୧ ଘଣ୍ଟା ମଧ୍ୟରେ ପୋଲସରା କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁଙ୍କୁ ପୂର୍ବ ଶତ୍ରୁତାରୁ ଭୀମ…

ମାଣିତରା ଓ କରଚୁଲି ଅଞ୍ଚଳରେ ହାତୀ ପଲ, ହୁକିଙ୍ଗ ପାଇଁ ବିଦ୍ୟୁତ ବିଭାଗ ସଜାଗ ରହୁ ।

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା):  ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ହାତୀ ପଲ ପ୍ରବେଶ କରିଥିବା ଯୋଗୁଁ ବନବିଭାଗ ହାତୀ ଘଉଡାଇବା କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ବିଦ୍ୟୁତ ବିଭାଗ ହୁକିଙ୍ଗ ଫାଶ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି।…

ଦିର୍ଘ ୭ମାସର ବ୍ୟବଧାନ ପରେ ଶ୍ରୀରଘୁନାଥ ଜିଉଙ୍କ ବିଜୟାଦଶମୀ ପର୍ବ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଦିର୍ଘ ୭ମାସର ବ୍ୟବଧାନ ପରେ ଓଡ଼ଗ୍ରାମେ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ବିଜୟାଦଶମୀ ପର୍ବ ଆଜି ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ସ୍ୱଳ୍ପ ସଂଖ୍ୟକ ସେବକ ମାନଙ୍କ ଦ୍ୱାରା ଆଜିର ଏହି ପରମ୍ପରା ପାଳିତ ହୋଇଥିଲା । ଯୁଗେ ଯୁଗେ ଧରା ପୃଷ୍ଠରେ…

ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ ପଜିଟିଭ 

 ନୂଆଦିଲ୍ଲୀ (ଶାସକ ପ୍ରଶାସକ ): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯଦିଓ ତାଙ୍କର କୌଣସି ଲକ୍ଷଣ ନାହିଁ,ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି  ଅଛନ୍ତି | ଏହା ଶ୍ରୀ ଦାସ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ…

ମାଟିଲଗ୍ନା ରାଜ୍ୟସ୍ତରୀୟ ଉତ୍ସବରେ ସାହିତ୍ୟିକ ତଥା ଶିକ୍ଷକ ଦମ୍ପତ୍ତି ସମ୍ମାନୀତ

ପଦ୍ମପୁର- ବିଜୟା ଦଶମୀ ଦିନ ଶାବର ଶ୍ରୀକ୍ଷେତ୍ର କୋରାପୁଟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ …

ଉଦଘାଟିତ ହେଲା ସାର୍ଥକ ଉଦ୍ୟୋଗ ।

ପଦ୍ମପୁର- ବିଜୟା ଦଶମୀ ଦିନକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ଦିନ ଭାବେ ପାଳନ କରିଥାନ୍ତି । ପବିତ୍ର ବିଜୟା ଦଶମୀ ଦିନ ଲୋକମାନେ ନିଜର ବ୍ୟବସାୟ ତଥା ଅନ୍ୟାନ୍ୟ ଶୁଭକାର୍ଯ୍ୟ ଆରମ୍ଭ କରିଥାନ୍ତି । ଆଜି ଏହି ପବିତ୍ର ଦିନ ଅବସରରେ ପଦ୍ମପୁର ସହରର କଲେଜରୋଡ଼ ଠାରେ ସାର୍ଥକ ଉଦ୍ୟୋଗ ନାମରେ ଏକ…

“ବାଲେଶ୍ୱରରେ ବିଜେଡ଼ି ଓ ବିଜେପିର ବାଦିପାଲା”

ଭୁବନେଶ୍ୱର(ଶାସକ ପ୍ରଶାସକ) - ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର "ବିଜେଡ଼ିକୁ କୁ ଏକ ସୁଯୋଗ ମିଳିଛି" ଉକ୍ତିକୁ ନେଇ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ବାଦିପାଲା ଚାଲିଛି  ତାକୁ ତାଚ୍ଛଲ୍ୟ କରିଛନ୍ତି ପିସିସି ସଭାପତି ଶ୍ରୀ ନରଞ୍ଜନ…

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ  କୋଭାକସିନର ତୃତୀୟ ପର୍ଯ୍ୟାୟ  ମାନବ ପରୀକ୍ଷଣ

(ଭୁବନେଶ୍ୱର/ ଶାସକ ପ୍ରଶାସକ): କରୋନା  ମହାମାରୀର ମୁକାବିଲା  ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ  ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ  | ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ…