କିସ୍ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୃସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତ। ସାମଲ ): ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡ। ପଞ୍ଚାୟତ କାର୍ଯ୍ୟାଳୟ ଠାରେ କିସ୍ ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି । ରେଢାଖୋଲ ଉପଖଣ୍ଡ ର କିସିଣ୍ଡ। , ନIକଟିଦେଉଳ ର ପ୍ରାୟ ୪୬ ଜଣ ଛାତ୍ର ଛାତ୍ରୀ…