ପଦୁଅଁ ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି
ପର୍ଜଙ୍ଗ(ଶାସକ ପ୍ରଶାସକ):ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲା ପରିଷଦ କୋଡିଏ ନମ୍ବର ଜୋନ୍ ଉପ -ନିର୍ବାଚନରେ ଉଡିଲା ବିଜେଡି ବାନା | ବିଜେପି ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି | ବିଜେପି ହାତରେ ଥିବା ଆସନକୁ ନିଜ ପକ୍ଷକୁ ଆଣିବା ସହିତ ଏକ…