ଦୀର୍ଘ ବର୍ଷରୁ ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା।

ଟିଟିଲାଗଡ , (ଗୌରବ ଦର୍ଜୀ)-ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ। ହେଲେ ମନରେ ରହି ଯାଇଛି ଅନେକ ସ୍ବପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ  ଅତିବାହିତ  କରୁଛନ୍ତି ରିଚେକ ଛୁରା ।  ଏ ହେଉଛନ୍ତି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଷକେଳା ପଞ୍ଚାୟତ ର ରୁଣ୍ଡିମହୁଲ ଗାଁ ର ରୀଚେକ ଛୁରା। ବୟସ…

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି, ୭,୫୦୦ କୁଇଣ୍ଟାଲ ମାଣ୍ଡିଆ…

ସୁନ୍ଦରଗଡ଼: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ…

ବିଏମସିରେ ଚାକିରୀ ଦେବେ କହି ଟଂକା ଲୁଟୁଥିଲା ଠକ 

ଅଫର ଲେଟର ଦେଉଥିଲେ ,  ଜୟନିଙ୍ଗ ଲେଟର ବି ଦେଉଥିଲା ପିଲାଙ୍କୁ  ନୟାଗଡ଼ (ବିଶ୍ୱଜିତ ନାୟକ) - ଚାକିରୀ କରେଇ ଦେବି କହି ଯୁବକ ଯୁବତୀମାନଙ୍କ ଠାରୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା ଜଣେ ଯୁବକ । ଅଫର ଲେଟର ଦେଉଥିଲେ ଏବଂ ଜୟନିଙ୍ଗ ଲେଟର ମଧ୍ୟ ପଠାଉଥିଲେ ।କୋୖଣସି ଛୋଟ ସଂସ୍ଥାରେ ନୁହେଁ ଖୋଦ…

ଅଶୀ ଛୁଇଁଲାଣି ବୟସ, ମିଳୁନି ସରକାରୀ ଆବାସ 

କଣ ଖାପ ଖାଉନି ମାପଦଣ୍ଡ ନା ଏହା ପୀରଙ୍କ ପାଇଁ ପ୍ରଶାସନିକ ଉଦାସୀନତାର ଦଣ୍ଡ ! କଳାହାଣ୍ଡି ଧର୍ମଗଡରୁ ସୁଶାନ୍ତ ରାଉତ :   ଅତି ନିରୀହ ଗରିବ ବାସହୀନ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା | ସରକାର ଏଥି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି…

ଚରିତ୍ର ପଞ୍ଜିକା ନିୟମାବଳୀରେ ସଂଶୋଧନ ଆଣିଲେ ସରକାର 

ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ସରକାରୀ କର୍ମଚାରୀଙ୍କ ଚରିତ୍ର ପଞ୍ଜିକା ନିୟମାବଳୀରେ ଏକ ସଂଶୋଧନ ଆଣି କହିଛନ୍ତି ଯେ ଏଣିକି କୌଣସି ‘କ’ ଓ ‘ଖ’ ଶ୍ରେଣୀର କର୍ମଚାରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା…

ଜିଲ୍ଲା ଖଣିଜ ପାଣ୍ଠି ଲୋକଙ୍କ ଟଙ୍କା,ଏହା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ – ମୁଖ୍ୟମନ୍ତ୍ରୀ

ଆନନ୍ଦପୁରରେ ୨୪ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ ରାଜ୍ୟ ଗ୍ରୀଡକୁ ବର୍ଷକୁ ଶହେ ମିଲିଅନ ୟୁନିଟ ବିଜୁଳି ମିଳିବ ଭୁବନେଶ୍ୱର : ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି…

ପଦ୍ମପୁର ଅଞ୍ଚଳ ପାଇଁ ଏକ ଉଦାହରଣ ସୄଷ୍ଟି କରିଛନ୍ତି ଚାଷୀ ଅଶୋକ ସାହୁ 

ଜୈବିକ ପଦ୍ଧତିରେ କରୁଛନ୍ତି ୧୪ ପ୍ରକାରର ଲୁପ୍ତପ୍ରାୟ ଦେଶୀ ଧାନ ଚାଷ ପଦ୍ମପୁର-ବରଗଡ଼ ଜିଲ୍ଲାରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କ୍ୟାନସର ରୋଗ ହେବାର ବିଭିନ୍ନ କାରଣ ରହିଛି । ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଅମଳ କରାଯାଇଥିବା ଫସଲ ଖାଇବା ଦ୍ଵାରା…

ଧରାପଡ଼ି ନିଲମ୍ବିତ ହେବାପରେ ଦଳ ଛାଡିଲେ ଜୀବନ 

 ବିଜେଡିର ପ୍ରାଥମିକ ସଭ୍ୟପଦରୁ ଜୀବନଙ୍କ ଇସ୍ତଫା  ବିଜେଡି ଡେପୁଟେସନ ସରିଲା, ଏବେ ଘର ବାହୁଡା ! ବାଲେଶ୍ୱର(): ବିଗତ ଉପନିର୍ବାଚନରେ ମୁଁ ନୁହେଁ ତ କେହି ନୁହଁ ନୀତିରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିବାର ପ୍ରମାଣ ଦାଣ୍ଡରେ ଗଡି ହାଟରେ ପଡି ବିଜେଡିରୁ ନିଲମ୍ବିତ…

ସମଲିଙ୍ଗୀ ସମ୍ପର୍କ : ଚର୍ଚାରେ ସିନ୍ଦୂରା ଓ ଅମ୍ରିତାଙ୍କ ଅନ୍ତରଙ୍ଗ ଦୃଶ୍ୟ 

ଦୀପାବଳିରେ ମୁକ୍ତିଲାଭ କରିବା  ୱେବ ସିରିଜ  'ପି ସେ ପ୍ଳେଜର'  ଭୁବନେଶ୍ୱର (ଶାସକ ପ୍ରଶାସକ) : ଟିନ୍ଏଜରେ ପୁଅ ଝିଅଙ୍କ ପ୍ରେମ କିଛି ନୂଆ ନୁହେଁ | କିନ୍ତୁ ଏଠି ମନ ମିଶିଛି ଦୁଇ ଝିଅଙ୍କର ! ଦୁଇ ଯୁବତୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଦୀପାବଳିରେ ଆସୁଛି ନୂଆ ୱେବ ସିରିଜ୍ 'ପି ସେ…

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଡି ଏମ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ୨୫ ନଭେମ୍ବରରୁ ଜିଲ୍ଲାରେ ଜିଲ୍ଲାରେ ୩୨ଟି ସେବା ସମିତି ମାଧ୍ୟମରେ ୪୧ଟି…