୧୦ ବର୍ଷ ତଳେ ହଜିଯାଇଥିବା ଝିଅ ଘରକୁ ଫେରିଲା 

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ଖରସାଳୀ ଗ୍ରାମର ଆଦିବାସୀ ଝିଅ ସବିତା କିଶାନ । ବୟସ ୨୧ ବର୍ଷ । ୧୦ ବର୍ଷ ତଳେ ରେଢାଖୋଲ ହାଟକୁ ଯାଇଥିବା ବେଳେ ଜଣେ ସଂପର୍କୀୟ ବିନୋଦିନୀ ତାଙ୍କୁ ନିଶା…

୪ ଘଣ୍ଟା ମଧ୍ୟରେ ବାରିପଦା ପୋଲିସ ଉଦ୍ଧାର କଲା ଚୋରୀ ବୋଲେରୋ

ବାରିପଦା(ଦିଲ୍ଲୀପ ମହାନ୍ତି):ବାରିପଦା କାଳୀମନ୍ଦିର ସାହିରୁ  ଅପରାହ୍ନ ସମୟରେ ଚୋରୀ ହୋଇଥିବା ଏକ ବୋଲେରୋକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଠାବ କରିଛି ବାରିପଦା ଟାଉନ ଥାନା ପୁଲିସ୍‌। ସ୍ଥାନୀୟ କାଳିମନ୍ଦିର ସାହିରେ ରହୁଥିବା ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗୌରା ଅଞ୍ଚଳର…

ମଣିପୁର ଉପ ନିର୍ବାଚନରେ ବିଜେପିର ବାଜିମାତ: ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ ବୈଜୟନ୍ତ

  ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଅଭିନନ୍ଦନ   ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ମଣିପୁର ମୁଖ୍ୟମନ୍ତ୍ରୀ ଭୁବନେଶ୍ବର - ମଣିପୁର ବିଧାନସଭା ଉପ ନିର୍ବାଚନରେ ବାଜିମାତ କରିଛି ବିଜେପି। ୫ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ପ୍ରଥମେ ଗୋଟିଏ ଆସନରେ…

ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସମ୍ବଳ’ର 450ତମ ଅଜଣା ଶବ ସଂସ୍କାର। 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଦୀର୍ଘଦିନରୁ ଅଜଣା ମୃତଦେହର ସଂସ୍କାର କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'ର ସଦସ୍ୟମାନେ 450ତମ ଦାହ ସଂସ୍କାର କରିଛନ୍ତି । ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ' ର ଏହି ମହତ କାର୍ଯ୍ୟକୁ ସହର ସାରା ପ୍ରଶଂସା କରାଯାଉଛି । …

ସ୍ଥାୟୀ ନିଯୁକ୍ତି ଦାବୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ଏନ.ଏଲ.ସି ସମେତ ପଶ୍ଚିମାଞ୍ଚଳ ର ବିଭିନ୍ନ ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ ରେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଶାନ୍ତିପୂର୍ଣ୍ଣ ଧାରଣା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର…

ଲୋକଙ୍କ ପ୍ରଶ : ପଦ୍ମପୁରରେ ବାଣ ଗୋଦାମରେ କାହିଁକି  ଚଢ଼ାଉ କରୁନି ପୋଲିସ !

ପଦ୍ମପୁର /ଶାସକ ପ୍ରଶାସକ -ଚଳିତ ବର୍ଷ କରୋନା ଭୂତାଣୁ ଜନସାଧାରଣଙ୍କ ଜୀବନ ଯାପନ ଉପରେ ବିଶେଷ ପ୍ରଭାବ ପକାଇଛି । ଚଳିତ ବର୍ଷ ଦୀପାବଳୀ ପର୍ବ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଯାରି କରାଯାଇଛି । ଦୀପାବଳି ପର୍ବରେ ଲୋକମାନେ ବାଣ ଫୁଟାଇ ଥାନ୍ତି ହେଲେ  ରାଜ୍ୟ ସରକାରଙ୍କ ବାଣ ଫଟାଇବା…

ପ୍ରଧାନମନ୍ତ୍ରୀ ଶସ୍ୟ ବୀମା, ଲଖମରା ଅଙ୍ଗ ବିଜ୍ର ନିର୍ମାଣକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଦିଲ୍ଲୀରେ ଆଲୋଚନା 

ଭୁବନେଶ୍ବର(ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା,ଭେଙ୍ଗରାଜପୁର,ଲଖମରା,ଝିଟିକି,ଲରମ୍ଭା ( ବରଗଡ଼ ) ଆଦି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଫସଲ ବୀମା ଟଙ୍କା ଅଧ୍ୟାବଧି ପାଇ ନ ଥିବାରୁ ଏକ ପ୍ରତିନିଧି ମଣ୍ଡଳ ଆଜି ଦିଲ୍ଲୀରେ…

ପିଲାମାନଙ୍କ ନୀରସ ମୁହଁରେ ହସ ଆଣିଦେଲେ ଆକାଶ 

ଆନନ୍ଦାଶ୍ରମରେ ଅନ୍ତେବାସୀଙ୍କ ପାଇଁ ଖୁସି ଆଣିଦେଲା ‘ତୁମ ପାଇଁ ଆକାଶ ଭାଇ’ ଭୁବନେଶ୍ୱର (ଶାସକ ପ୍ରଶାସକ) : ସ୍କୁଲ କଲେଜ ବନ୍ଦ । କରୋନା ଛଡାଇନେଇଛି ପିଲାଙ୍କ ମୁହଁରୁ ହସ । ବାହାରକୁ ବାହାରିବାର ଅବକାଶ ନାହିଁ । ସଭିଏଁ ଜୀଉଁଛନ୍ତି ଗୃହବନ୍ଦୀର ଜୀବନ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ…

କଟକରେ ଉଦ୍ଘାଟିତ ହେବ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସର

ଭର୍ଚ୍ୟୁଏଲ ମାଧ୍ୟମରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ  ଯୋଗ ଦେବେ କେନ୍ଦ୍ର ଆଇନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଚାରପତି ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ 

ଜୟପୁର : ଛତିଶଗଡ଼ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ  କୋରାପୁଟ ଏବଂ ଜୟପୁର ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି | ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ | ମାଲବାହୀ ଟ୍ରେନର ୧୦ରୁ ୧୨ ଟି ୱାଗନ୍ ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ସେଠାରେ ପହଂଚି…