ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ତରଫରୁ କେଣ୍ଡେଲ୍ ଶୋଭାଯାତ୍ରା

0 2

ଧର୍ମଗଡ ସୁଶାନ୍ତ ରାଉତ : ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ତରଫରୁ ଧର୍ମଗଡ ଠାରେ କେଣ୍ଡେଲ୍ ମାର୍ଚ୍ଚ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୧୪ ଫେବୃୟାରୀ ୨୦୧୯ ରେ ପୁଲୱାମା ହମଲାରେ ସହିଦ ହୋଇଥିବା  ୪୦ ବୀର ଜବାନ ଙ୍କ ସ୍ମୃତି ରେ  ସଂଗଠନ ତରଫରୁ ଏକ କେଣ୍ଡେଲ୍ ମାର୍ଚ୍ଚ ସୋଭାଯାତ୍ରା ତିନିଛକ ଠାରୁ ବାହାରି ଚାରିଛକ ରେ ପହଞ୍ଚିଥିଲା ଶେଷରେ ଧର୍ମଗଡ ବ୍ଲକ୍ ଶିକ୍ଷକ ସଂଘ ସଭାପତି ବଙ୍କିମ ସାଗର ଙ୍କ ଅଧକ୍ଷତା ରେ ୧ ମିନିଟ୍ ପାଇଁ ନିରବ ପାର୍ଥନା କରି ସହୀଦ ଯବାନ ମାନଙ୍କି ଶ୍ରଦ୍ଧାଞ୍ଜଳି  ଦିଆଯାଇଥିଲା |

ଉକ୍ତ କେଣ୍ଡେଲ୍ ମାର୍ଚ୍ଚକୁ ସଂଗଠନର ଉପ ସଭାପତି ମହେଶ୍ୱର ସୁନାନୀ ପରିଚାଲନା କରିଥିବା ବେଲେ ଏଥିରେ ବଜରଙ୍ଗ ଅଗ୍ରୱାଲ,ଡାକେଶ୍ୱର ଲହଜଲ୍, ଶ୍ରବଣ ବାଗ,କମଲା ବିହାରୀ,ଲବଣୀ ରାଉତ,ଢଗ ନାଏକ, ମୃତୁଞ୍ଜୟ ନାଏକ,ୟୋଗେସ୍ ତାଣ୍ତି, ଅଜୟ ସୁନାନୀ ,ନିଲମ୍ ନାଏକ ,ଗଣେଶ,ଗ୍ୟାନ,ନିରଞ୍ଜନ,ଲକ୍ଷ୍ମୀକାନ୍ତ,ଗ୍ୟାନ ,ଶଶି,ହେମନ୍ତ , ଚିନ୍ମୟ ପ୍ରମୁଖ ଉପସ୍ଥିତ ଥିଲେ ॥

Leave A Reply

Your email address will not be published.