ଲୋକ ହେଲେନି ବୋଲି ବାତିଲ ହେବ ପାର୍ବଣ ସ୍ପେସିଆଲ ଟ୍ରେନ 

 ପୂର୍ବତଟ ରେଳପଥ ମଧ୍ୟରେ ଆହୁରି ଚାରିଟି ବିଶେଷ ଟ୍ରେନ୍ ଚଳାଚଳ କରିବ ଭୁବନେଶ୍ୱର (ଶାସକ ପ୍ରଶାସକ) : କମ୍ ପୃଷ୍ଠପୋଷକତା ହେତୁ କେତୋଟି ପାର୍ବଣ ସ୍ପେସିଆଲ ଟ୍ରେନ ବାତିଲ କରିବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଥିବା ବେଳେ ଏହାର ପରିସୀମା ମଧ୍ୟରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆହୁରି…

ଘରେ ନପଶୁଣୁ ଚାଳ ବାଜିଲା : ଧାନ କିଣା ଠପ

 ସମ୍ବଲପୁରରେ ଆରମ୍ଭ ହେବାର ଥିଲା ଖରିଫ ଧାନ କିଣାବିକା  ଆରମ୍ଭରୁ ଅବ୍ୟବସ୍ଥା ଅଭିଯୋଗ କଲେ ଚାଷୀ। 19 କୁଇଣ୍ଟାଲ କୁ ଚାଷୀଙ୍କର ବିରୋଧ। ଆଜି ହୋଇପାରିଲା ନାହିଁ ଧାନ କିଣା ବିକା। ରମାକାନ୍ତ ବିଶ୍ବାଳ (ଶାସକ ପ୍ରଶାସକ): ଆଜି ହୋଇପାରିଲା ନାହିଁ ଧାନ…

ନେହେରୁ ଯୁବ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ

ମେଲଛାମୁଣ୍ଡା,(ମନୋଜ ଭୋଇ): ବରଗଡ ଜିଲ୍ଳା ସୋହେଲା ବ୍ଳକ ଅଧିନସ୍ତ ଝର ଗ୍ରାମରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାର ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର, ବରଗଡ ତରଫରୁ ଏକ ଯୁବକ ସଂଘ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝର ଓ…

ଖୋର୍ଦ୍ଧା ଜିଲ୍ଲା ବିଜେପି ନୂତନ ଜିଲ୍ଲା ସଭାପତି ହେଲେ  ଡ଼. ଯତିନ ମହାନ୍ତି

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ହଟିଲେ ରଶ୍ମୀରଞ୍ଜନ  ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବରେ ଡ଼. ଯତିନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଡ. ଯତୀନ ମହାନ୍ତି ପୂର୍ବରୁ ଛାତ୍ର ଜୀବନରୁ…

ଟ୍ରାନ୍ସଫର୍ମର ତାରକୁ ଧରି ଆତ୍ମହତ୍ୟା 

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତାନ କୁମାର ଠାକୁର) :ସହରର ହାଟପଦା ପଡ଼ାର ବିବେକା ନାଥ ନାମକ ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମର ତାର କୁ ଧରି ଆତ୍ମହତ୍ଯା କରିଛନ୍ତି। ସୂଚନା ଅନୁଯାୟୀ ବିଭୁତି ପଡା ଯିବା ରାସ୍ତାରେ ବସିଥିବା ଏକ ଟ୍ରାନ୍ସଫର୍ମରରେ ଲାଗିଥିବା ବିଜୁଳି ତାରକୁ ଯାଇ ଜାବୁଡି…

କି ବର୍ବର : ଗଲା ଗୋଟିଏ ପରିବାରର ୬ ଜୀବନ 

ପାଟଣାଗଡ (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) :  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼  ବ୍ରହ୍ମପୁରା ଅନ୍ତର୍ଗତ କୁସୁମପଡ଼ାରେ ଗତ ବୁଧବାର ଦିନ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିବା ସୂଚନା ମିଳିଛି। ଉକ୍ତ ଘର ବୁଲୁ ଜାନିଙ୍କର ବୋଲି…

ନିଷ୍ଠା ପରିବାର ପକ୍ଷରୁ ଟପ୍ପରଙ୍କୁ ସମ୍ମାନ

 ଶିକ୍ଷା ପାଇଁ ଆର୍ଥିକ ସ୍ବଚ୍ଛଳତା ଏକ ମାପଦଣ୍ଡ ନୁହେଁ, ଉଚ୍ଚ ଅଭିଳାଷ ଓ ଉଦ୍ୟମ ହିଁ ସଫଳତାର ଚାବି କାଠି | ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ବୁଧବାର ଜାତୀୟ ଶିକ୍ଷା ଦିବସ ଅବସରରେ ନିଷ୍ଠା ପରିବାର ପକ୍ଷରୁ ବରଗଡ଼ ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର…

ଆଜି ନବୀନଙ୍କ ନାଁ ନେଇ ଟାର୍ଗେଟ କଲେ ବୈଜୟନ୍ତ

"ନବୀନ ପଟ୍ଟନାୟକଙ୍କ ପୋଲିସ ବି ସେମିତି କରୁଛି" ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାଲି ଟାର୍ଗେଟ କରିଥିଲେ ଓଡିଶା ସରକାରଙ୍କୁ | ଆଜି ସିଧା ସଳଖ ଟାର୍ଗେଟ କରିଛନ୍ତି ପୋଲିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ |  ଜଣାଶୁଣା ଲେଖକ ଆନନ୍ଦ…

ଆରମ୍ଭ ହେଲା କୋଭିଡ କିୟୋସ୍କ । 

ଝାରସୁଗୁଡ଼ା :(ସୁଭାଷ ସହାରେ)-ସରକାରୀ ପ୍ରୋତ୍ସାହନରେ ଆରମ୍ଭ ହୋଇଛି କୋଭିଡ କିୟୋସ୍କ। ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାରେ ଏହାର ଶୁଭାରମ୍ଭ ହୋଇଥିଲା  ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ବାରା। ଜିଲ୍ଲାପାଳ ଫିତା କାଟି ଓ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭାରମ୍ଭ କରିଥିଲେ।  ଏହି…

ପୋଲିସ ଜାଲରେ ଆଇପିଏଲ ବେଟିଂ ରାକେଟ।

 ଜଣେ ଗିରଫ, ନଗଦ ଟଙ୍କା ଓ ମୋବାଇଲ ଜବତ।  ଝାରସୁଗୁଡ଼ା: (ସୁଭାଷ ସହାରେ)-ସେପଟେ ଦୁବାଇରେ ଆଇପିଏଲ, ଏପଟେ ଆଇପିଏଲକୁ ନେଇ ଝାରସୁଗୁଡ଼ାରେ ବେଟିଂ। ନିଜ ନିଜର ପ୍ରିୟ ଟିମକୁ ସମର୍ଥନ କରି କୋଟି କୋଟି ପ୍ରଶଂସକ ରୋମାଞ୍ଚିତ ହେଉଥିବା ବେଳେ, ଏପଟେ ସଟ୍ଟା ବଜାର ମାତିଥିଲା କୋଟି କୋଟି ଟଙ୍କାର…