ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମେଲଛାମୁଣ୍ଡା(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେହେରାପାଲି ଉନ୍ନତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମେହେରଙ୍କ ଚାକିରୀ ଜୀବନରୁ ଅବ୍ୟାହତୀ ଅବସରରେ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ସ୍କୁଲର ପରିଚାଲନା କମିଟି ଚେୟାରମେନ ତହସିଲ ବିଶ୍ୱାଲଙ୍କ…

ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୨ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ

ଝାରସୁଗୁଡ଼ା:(ସୁଭାଷ ସହାରେ) ଗତ 14/11/20ରେ ମାନବ ସେବା ସଂଘ ପକ୍ଷରୁ  ଏକ ୩ ଦିନ ବୟସର ନବଜାତ ଶିଶୁର ଅନ୍ତିମ ସଂସ୍କାର କରାଯାଇଛି । ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୨ ଜଣଙ୍କ ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।  ସୂଚନା ଅନୁଯାୟୀ, କୋଲାବିରା…

“୧୪୫ତମ ବୀର ବୀର୍ସା ମୁଣ୍ଡା ଜୟନ୍ତୀ “

ଝାରସୁଗୁଡା(ସୁବାସ ସାହାରେ): ଆଜିି ବୀର ବୀର୍ସାଙ୍କ ୧୪୫ତମ ଜୟନ୍ତୀ। ବୀର୍ସା ଜୟନ୍ତୀ:ବୀର ବୀର୍ସା ଆଦିିବାସୀ କଲ୍ୟାଣ ସମିତିି,ସାରସମାଳ ତରଫରୁ କମ୍ ଆଡମ୍ବର ସହିିତ ପାଳନ ହୋଇଯାଉଛିି। କରୋନା କଟକଣାର ଦିିଶା ନିିର୍ଦେଶ ଅନୁସାରେ ମାତ୍ର କାର୍ଯ୍ୟକାରଣୀ ସଦସ୍ୟ/ସଦସ୍ୟାଙ୍କୁ ନେଇ…

ବୁର୍ଲା ବ୍ରହ୍ମା କୁମାରୀ ପକ୍ଷରୁ ଦୀପାବଳି ଉତ୍ସବ ଅନୁଷ୍ଠିତ।

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ)- ଦୀପାବଳି ଉପଲକ୍ଷେ ବୁର୍ଲା ବ୍ରହ୍ମା କୁମାରିଜ୍ ତରଫରୁ କୋରାନ। ନିୟମାବଳୀ ଅନୁଯାୟୀ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। ପ୍ରଫେସର୍ ଶ୍ରୀବତ୍ସ ମହାପାତ୍ର, ପ୍ରଫେସର୍ ପ୍ରକାଶ ସ୍ବାଇଁ, ଇ ଅଶୋକ ଦାସ, ଶରତ ବାରିକ୍ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।…

ସମ୍ବଲପୁର ବିଜେପି ପକ୍ଷରୁ ବୀର ବିର୍ଶା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ଶା ମୁଣ୍ଡା ଙ୍କର  ପବିତ୍ର ଜନ୍ମଜୟନ୍ତୀ ।ସମ୍ବଲପୁର ବିଜେପି ପକ୍ଷରୁ ମଧ୍ୟ  ପାଳନ କରାଯାଇଛି। । କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ତାଙ୍କର ଜନ୍ମ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ସ୍ଥାନୀୟ…

ବିହାର ବିଜୟ ଏନ୍.ଡ଼ି.ଏର ସଫଳତା: ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା

 ବିହାର ନିର୍ବାଚନରେ ବିଜେପିର ବିଜୟ ଏବଂ ଏନ୍.ଡ଼ି.ଏର ସଫଳତା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବେଶ ଖୁସି ଓ ଆସ୍ୱସ୍ତି ଆଣିଦେଇଛି  । ବିଜେପି ଦଳର ଅଧ୍ୟକ୍ଷ ହେବା ପରେ ଜେ.ପି.ନଡ୍ଡାଙ୍କ ସମ୍ମାନ ଅନେକାଂଶରେ ବିହାର ନିର୍ବାଚନ ଉପରେ ନିର୍ଭର କରୁଥିଲା  । ବିହାର ନିର୍ବାଚନର ବିଜୟ ପରେ ରାଜନୈତିକ…

କରୋନା କାଳରେ ଶ୍ବାସରୁଦ୍ଧ ହୋଇ ପଡିଛି ଶିକ୍ଷାଦାନ ବ୍ୟବସ୍ଥା 

ଅନଲାଇନ ଶିକ୍ଷାରୁ ବଂଚିତ ଛାତ୍ରଛାତ୍ରୀଙ୍କ ପାଖରେ ପାଠପଢା ପହଂଚାଇଛନ୍ତି ଦିବସ  ବରଗଡ :- କୋରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ମୋଟାମୋଟି ଭାବେ ଉଜୁଡି ଯାଇଛି ଶିକ୍ଷାଦାନ ବ୍ୟବସ୍ଥା | ସରକାରଙ୍କ ଅନ ଲାଇନ ଶିକ୍ଷାଦାନ ସମସ୍ତଙ୍କ ପାଖରେ…

ପୂର୍ବତଟ ରେଳପଥର ସାମଗ୍ରିକ ଉଲ୍ଳେଖନୀୟ କାର୍ଯ୍ୟଦକ୍ଷତାକୁ ଜାତୀୟ ସ୍ଵୀକୃତି 

ପାଇବ  2019-20 ଆର୍ଥିକ ବର୍ଷ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର  | ଭୁବନେଶ୍ୱର(ଶାସକ ପ୍ରଶାସକ) : ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥ ରାଷ୍ଟ୍ରୀୟ ରେଳବାଇ…

୧୪୫ ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ

ବରଗଡ :- ପଦ୍ମପୁର ଉପଖଣ୍ଡରେ ଅବସ୍ଥିତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦିମାଳ ଗାଁ ରେ ମହାନ୍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଗାମ୍ଭିର୍ଯ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୂଳନିବାସୀ ଛାତ୍ର ଓ ଯୁବ ସାମୁଖ୍ୟ ଓଡ଼ିଶା ସଂଗଠନ ତରଫରୁ…

ଡି.ଏ.ଭି କଳିଙ୍ଗ ନଗରରେ ଶିଶୁ ଦିବସ ପାଳିତ

ଭୁବନେଶ୍ୱର : ଡି.ଏ.ଭି ପବ୍ଲିକ୍ ସ୍କୁଲ କଳିଙ୍ଗ ନଗରରେ ଶିଶୁଦିବସ ପାଳିତ ହୋଇଯାଇଛି  । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହିତ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମାଜିକ ଦୂରତା ପାଳନ କରି ଜବାହାରଲାଲ ନେହେରୁଙ୍କ…