କିସ୍ ତରଫରୁ ଦଶମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ।
ଝାରସୁଗୁଡ଼ା :(ସୁଭାଷ ସହାରେ) :କିସ୍ ବିଶ୍ବବିଦ୍ୟାଳୟ ତରଫରୁ ଝାରସୁଗୁଡ଼ା ପୌରାଞ୍ଚଳର ୧୪ ନମ୍ବର ୱାର୍ଡ଼ ବଢ଼େଇମୁଣ୍ଡା (ରଙ୍ଗିଆପଡ଼ା) ଠାରେ ଛାତ୍ରଛାତ୍ରୀମାନଙ୍କୁ ଦଶମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ୫୫…