ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ ଗୀତ ‘ବାପା ଗୋ ବାପା’!
ୟୁ ଟ୍ୟୁବରେ ଦୁଇ ଦିନରେ 72 ହଜାର ଭ୍ୟୁ ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଚଳନ୍ତି ସମାଜରେ ପରିବାରଗୁଡ଼ିକ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ହେଉଛି ମଦ। ହଜାର ହଜାର ପରିବାର ଉଜୁଡ଼ି ଯାଉଛନ୍ତି ମଦ ଯୋଗୁଁ। ପରିବାରର ସମ୍ପର୍କ ନଷ୍ଟ ହେଉଛି।ତଳିତଳାନ୍ତ ହେଉଛନ୍ତି…