ତେନ୍ଦୁଲକରଂକୁ କରୋନା ରାଜ୍ୟ By SPNEWS On Mar 27, 2021 0 1 Share ମୁମ୍ବାଇ :ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଂକୁ ହୋଇଛି କରୋନା | ସେ କୋଭିଡି ପଜିଟିଭ ଚିହ୍ନିତ ହୋଇଥିବା ଆଜି ନିଜେ ଟୁଇଟର ହାଣ୍ଡଲରେ ସୂଚନା ଦେଇଛନ୍ତି | ଘରର ଅନ୍ୟ ସଦସ୍ୟମାନେ ନେଗେଟିଭ ଅଛନ୍ତି | ସେ ସଙ୍ଗ ରୋଧରେ ଅଛନ୍ତି ଓ କୋଭିଡ ପ୍ରଟୋକଲ ଅନୁପାଳନ କରୁଛନ୍ତି ବୋଲି କହିଛନ୍ତି ତେନ୍ଦୁଲକର | 0 1 Share FacebookTwitterGoogle+ReddItWhatsAppPinterestEmail