ଏପ୍ରିଲ ୧ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପାଳନ କରିବ ପଶ୍ଚିମାଞ୍ଚଳ ଏକତା ଦିବସ
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ- ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସନ୍ତା ଏପ୍ରିଲ ପହିଲା ରେ ପଶ୍ଚିମାଞ୍ଚଳ ଏକତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଗତ ୨୨ ତାରିଖ ଦିନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଦୃତ ଏକ ସାମ୍ବାଦିକ…