ଟ୍ରେନ୍ ଧକ୍କାରେ ଯୁବକଙ୍କର ହାତ କଟି ଗୁରୁତର

ଭଦ୍ରକ/ ଶାସକ ପ୍ରଶାସକ - ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସଇଆ ଗ୍ରାମର ଜଣେ ଯୁବକ ନାମ ବିଜୟ ମଳିକ୍,ବୟସ ୩୫, ସଇଆ ଓଭର ବ୍ରିଜ୍ ପାସ୍ କରୁଥିବା ବେଳେ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକ ଜଣଙ୍କର ହାତ କଟି ଖଣ୍ଡ ବିଖଣ୍ଡ ହୋଇ ପଡ଼ିରହିଛି । ଘଟଣା ସ୍ଥଳରେ…

କାର୍ଯ୍ୟ ଅଗ୍ରଗତି ସମୀକ୍ଷା ପାଇଁ ଭୋରୁ ଭୋରୁ ଶ୍ରୀକ୍ଷେତ୍ରରେ ଡିସିଙ୍କ ସହ 5 ଟି ସଚିବ

ପୁରୀ : କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରରେ ବିକାଶ ପ୍ରକ୍ରିୟା ସମୀକ୍ଷା କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଆଜି ହେରିଟେଜ କରିଡର ଓ  ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ଉନ୍ନୟନ କମିଶନର ସୁରେଶ…

ସିଦ୍ଧାନ୍ତଙ୍କ ନୂଆ ବର୍ଷ ଭେଟି ,ଦିଶିବେ ଛୋଟ ପରଦାରେ

?ପ୍ରଥମ ଥର ପାଇଁ ମେଗା  ସିରିୟଲରେ ଅଭିନୟ କରିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର?ଓଡ଼ିଆ ସିନେମା ଓ ଟେଲି ଇଣ୍ଡଷ୍ଟ୍ରିର ପୁନଃରୁଦ୍ଧାର ପାଇଁ ଆଗେଇ ଆସିଲେ ଏହି ଦିଗ୍ଗଜ ଅଭିନେତା ?ଓଡ଼ିଆ ଟେଲିଭିଜନ ଇତିହାସରେ ଏହା ସବୁଠୁ ବ୍ୟୟ  ବହୁଳ ମେଗା ଧାରାବାହିକ ?ହେଲିକପ୍ଟରର ଉପଯୋଗ କୌଣସି ଓଡ଼ିଆ…

ମୟୂରଭଞ୍ଜ :ଖରିଫ ଧାନ ସଂଗ୍ରହ ନିମନ୍ତେ ଖୋଲିଲା ୧୨ ମଣ୍ଡି  

ପ୍ରଥମ ଦିନରେ ୧୪୦ ଚାଷୀଙ୍କ ଠାରୁ ୪୩୯୦.୩୦ କ୍ୟୁଣ୍ଟାଲ ଧାନ ସଂଗୃହୀତ ହେଲା ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ଓ ସମବାୟ ବିଭାଗ ସହାୟତାରେ ପ୍ରଥମ…

ବିଲେନଜୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଟ୍ରକ-ବୋଲେରୋ ମୁହାଁମୁହିଁ  ଧକ୍କା :  ସ୍ୱାମୀ, ସ୍ତ୍ରୀ ମୃତ ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେନଜୋର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ  ହୋଇଥିବା ବେଳେ ୫ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି ।      …

୧୨ ବର୍ଷର ନାବାଳିକା କେଉଁଥିପାଇଁ ନେଲା ଆତ୍ମହତ୍ୟା ଭଳି ନିଷ୍ପତ୍ତି !!

ଘର ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର : କାରଣ ଅଷ୍ପଷ୍ଟ ନୂଆପଡା(ଅମିତ ପୁରୋହିତ); ସଦର ଥାନା ଅନ୍ତର୍ଗତ ମହୁଲଭଟା ଗ୍ରାମର ନରେଶ ଦଣ୍ଡସେନାଙ୍କ ଝୀଅ ମୌସୁମୀ ଦଣ୍ଡସେନା ର ଝୁଲନ୍ତା ମୃତ ଦେହ ପରିବାର ଲୋକେ ଉଦ୍ଧାର କରିଥିଲେ । ହସ୍ପିଟାଲ ଆଣିବା ପରେ ଡାକ୍ତାର ତାଙ୍କୁ ମୃତ ଘୋଷଣା କରିଥିଲେ…

ମଣିଷପଣିଆ ଦେଖାଇଲା ମାନବ ସେବା ସଂଘ

 'ମୁକ୍ତିପଥ" ଦ୍ବାରା ଅସହାୟ ପରିବାରର ସଦସ୍ୟଙ୍କ ମୃତଦେହ କଲା ଅନ୍ତିମ ସଂସ୍କାର।  ଝାରସୁଗୁଡ଼ା (ଶାସକ ପ୍ରଶାସକ): ଯେତେବେଳେ ଆଖି ବୁଜି ଦେଇଥିବା ଲୋକର  ନିଜର ବୋଲି କେହି ନଥାନ୍ତି ବା ନିଜ ଲୋକ ମଣିଷ ପଣିଆ ଭୁଲିଯାନ୍ତି ବା ସହି ପଡିସା ପଛଘୁଞ୍ଚା ଦିଅନ୍ତି ବା ପରିସ୍ଥିତି ଅସହାୟ…

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କ ଝାରସୁଗୁଡ଼ା ଗସ୍ତ। 

ଓଡ଼ିଶାର ଆଇ ଟି ଆଇ ଓ ପଲିଟେକ୍ନିକ ଅନୁଷ୍ଠାନର ବିକାଶ ସହ ଜାତୀୟ ସ୍ତରରେ ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟରେ ପରିଗଣିତ କରିବା ଉପରେ ଗୁରୁତ୍ୱାରୋପ ।  ଝାରସୁଗୁଡ଼ା: (ସୁଭାଷ ସହାରେ) -ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ  ଅଧ୍ୟକ୍ଷ ସୁବ୍ରତ ବାଗଚି ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ ଅବସରରେ…

” ଚାଷୀମାନଙ୍କର ସମସ୍ୟା ସମାଧାନ ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ’

ଗ୍ରାମ୍ୟ କୃଷିକର୍ମୀମାନଙ୍କ ଦକ୍ଷତା ବିକାଶ ବୈଠକ "ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି' "କୃଷିଜାତ ଦ୍ରବ୍ୟର ବିପଣନ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଦିଗରେ  ଚାଷୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି'…

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ   କାରଖାନା ପରିଚାଳନା ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା  କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର ଉପରେ ଗୁରୁତ୍ୱାରୋପ କଲିକତା/ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…