କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ l
ରାୟଗଡ:-ସରୋଜ ସାହୁ-କରୋନାର ଦ୍ଵିତୀୟ ଲହରୀ ସଂକ୍ରମଣ ବ୍ୟାପିବାର ଦେଖି ଏହାର ମୁକାବିଲା ପାଇଁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ତପ୍ତରତl ପ୍ରକାଶ କରିଛନ୍ତି l ଏହାର ମୁକାବିଲା ନିମନ୍ତେ ଆଜି ଏକ ଜରୁରୀ ବୈଠକ ଡାକି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l…