ମୁଖ୍ୟମନ୍ତ୍ରୀଙ୍କ ସମଲେଇ ଯୋଜନା ଘୋଷଣା ପରେ ପୂଜକଙ୍କ ପ୍ରତିକ୍ରିୟ।
ସମ୍ବଲପୁର / ରମାକାନ୍ତ ବିଶ୍ୱାଳ - ସମଲେଇ ଯୋଜନା ଥଇଥାନ ଓ ପୁନର୍ବାସ୍ କୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। କୁହାଯାଇଛି ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଏବଂ ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ କୁହାଯାଇଛି। ହେଲେ…