ଉଲୁଣ୍ଡାରେ ୨୪ ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୌଡ଼ଗାଁ ଖେଲ ପଡିଆରେ ବିଜେଡି  ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।…

ଚିକିଲି ଠାରେ ବିଦ୍ୟୁତ ଖୁଣ୍ଟ ଓ ଟ୍ରାକ୍ଟର କୁ ପିଟିଲା କାର ; ଚାଳକ ଚମ୍ପଟ 

ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) - ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ଛକ ମୁଖ୍ୟ ସଡ଼କ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାକ୍ଟର ଗାଡିକୁ ଶୁକ୍ରବାର ରାତି ସମୟରେ ଏକ କାର ଭାରସାମ୍ୟ ହରାଇ ପିଟି ହୋଇଯାଇଛି। ସୂଚନା ମୁତାବକ ତିନୋଟି ନୂତନ ଟ୍ରାକ୍ଟର ଭଞ୍ଜନଗର…

ଉଲୁଣ୍ଡାରେ ବିଜେଡି ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବାସଭବନ  (ଉଲୁଣ୍ଡା ବ୍ଲକ ପୁଢ ଟିକ୍ରା ) ରେ "ଓଡିଶା ମୋ ପରିବାର " ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ମେଗା ରକ୍ତଦାନ ଶିବିର…

ବଡଖମାର ବରାହପଦର ମଠରେ ବ୍ୟଞ୍ଜନ ଦ୍ଵାଦଶୀ ।

  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବାଡଖମାରସ୍ଥିତ ଦ୍ବିତୀୟ ବୃନ୍ଦାବନ ଭାବେ ପରିଚିତ ବରାହପଦର ମଠରେ ଆଜି ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି । ମଠାଧୀଶ ଖେଳାକୃଷ୍ଣ ଦାସଙ୍କ…

ମେଲଛାମୁଣ୍ଡା ପୁଲିସର ଜନ ସଂପର୍କ ଶିବିର       

 ନୂଆଁ ମନ, ନୂଆ ସପନ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅଧିନସ୍ତ ବରପଦର ଗ୍ରାମ ମୁଣ୍ଡରେ ଘୁଗୁରା ପାହାଡର ପାଦ ଦେଶର ଏକ ମନୋରମ ପରିବେଶରେ ମେଲଛାମୁଣ୍ଡା ପୁଲିସ ତରଫରୁ ସନିବାର ଦିନ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ  ହୋଇଯାଇଛି ।…

ବର୍ତମାନ ସମୟରେ ଅର୍ଥନୀତିର ନୂଆ ମନ୍ଦିର ଓ ସମାଜକୁ ସମ୍ପନ୍ନ କରିବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଆବଶ୍ୟକ…

ବିଶ୍ୱ ଓଡ଼ିଆ ମହୋତ୍ସବ - ୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ  ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ବ୍ରାଣ୍ଡ୍ ଏବଂ ଓଡିଆ ଜାତିର ଅସ୍ମିତାର ପରିଚୟ  ମହାପ୍ରଭୁଙ୍କ ୫୬ ଭୋଗ, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଁଚାଇବା ଆବଶ୍ୟକ  ସନ୍ଥକବି ଭୀମ ଭୋଇଙ୍କ କାବ୍ୟ…

ଗଛ ପଡି ଘର ଧ୍ୱସ୍ତ 

ବରଗଡ :- ଆଜି ମଧ୍ୟରାତ୍ରି ପ୍ରାୟ ଦୁଇ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସରେଇକେଲା ଗ୍ରାମପଞ୍ଚାୟତ ଵୈତାଳଭଟା ଗ୍ରାମର ସୁରେଖା ପ୍ରଧାନ ଙ୍କର ଘର ଉପରେ ଏକ ସେସୁଆଁ ଗଛ ପଡି ତାଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ପ୍ରତକ୍ଷ ଦର୍ଶୀଙ୍କର କହିବା ମୁତାବକ ଗତ…

ବହୁ ପ୍ରତୀକ୍ଷିତ ଅଣୁ ଜୈବସାର ପ୍ରକ୍ରିୟାକରଣକୁ ଉଦ୍ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ସ୍ଥାନୀୟ ପାର୍କ ରୋଡ଼ରେ ଥିବା ଫିସେରି ନିକଟରେ ୧ଏକର ଜାଗାରେ ୧କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପ୍ରଣାଳୀରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବହୁ ପ୍ରତୀକ୍ଷିତ ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ଆଜି ରାଜ୍ୟ ସରକାର ଙ୍କ…

ମହିଳାଙ୍କ ଝୁଲନ୍ତାମୃତ ଦେହ ଉଦ୍ଧାର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ସହରର ନାରାୟଣ ମନ୍ଦିର ସାହିରେ ବାସ କରୁଥିବା ପୁର୍ଣରାଜୁ ଙ୍କ ସ୍ତ୍ରୀ ରିଙ୍କି ରାଜୁ ( ୩୧) ଆଜି ଅପରାହ୍ନ ୩ଟା ସମୟରେ ଝୁଲନ୍ତାମୃତ ଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଘରର ସମସ୍ତ ପରିବାର ସଦସ୍ୟ ଭୋଜି ଖାଇ ଯାଇ…

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ନିରାଡ଼ମ୍ବର ଭାବେ ପାଳନ…