ବିଜେଡ଼ି ରେ ସାମିଲ ହେଲେ ଶତାଧିକ ଯୁବକ ଓ ଛାତ୍ର I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ) - ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତିଙ୍କ ଉପସ୍ଥିତିରେ ଶତାଧିକ ଯୁବ ଛାତ୍ର ବିଜେଡ଼ିରେ ସାମିଲ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ସ୍ବାଗତ ସମାରୋହରେ ରାଜେଶ୍ ଚଇନୀଙ୍କ ନେତୃତ୍ୱ ରେ ଯୁବ ଛାତ୍ର ସାମିଲ ହୋଇଥିବା ବେଳେ ସାଧାରଣ…