ଦୁବାଇ ଓଡ଼ିଆ ସମାଜର ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ଉତ୍କଳୀୟ ପରମ୍ପରାକୁ ବ୍ୟାପକ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର - ଏକବିଂଶ ଶତାବ୍ଦୀରେ କେବଳ ଆମର ଉକôଳୀୟ ପରମ୍ପରାକୁ ନୂଆ ଭାବେ ପାଳନ କରିବା ନୁହେଁ ବରଂ ଏହାକୁ ବ୍ୟାପକ କରିବା ଦରକାର । ପୂର୍ବରୁ ଉକôଳୀୟ ପରମ୍ପରା ଥିଲା…