“ଘୁମୁସର ର ସ୍ବର”ର ଦିନ ପଞ୍ଜିକା ଉନ୍ମୋଚିତ
ବୁଗୁଡ଼ା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ବାଲିପଦର ପକ୍ଷରୁ ଚଳିତ ବର୍ଷର ନିଜସ୍ବ ଦିନ ପଞ୍ଜିକା (ଦୈନିକ କ୍ୟାଲେଣ୍ଡର) ଉନ୍ମୋଚନ ଉତ୍ସବ ଅନୁଷ୍ଠିତ…