ବରିଷ୍ଠ ସାମ୍ବାଦିକ ଶରତ ମଙ୍ଗରାଜ ଓ ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା
ରାୟଗଡ/ସରୋଜ କୁମାର ସାହୁ : ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା ଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଲାର ସର୍ବ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମଙ୍ଗରାଜ ଓ ସାମ୍ବାଦିକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ…