କ୍ରସର ଓ ପଥର କ୍ୱାରି ଉପରେ ପ୍ରଶାସନର ଚଢ଼ାଉ ।
ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କ୍ରସର ବନ୍ଦ ରଖିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦର୍ହା ଗ୍ରାମରେ ଚାଲିଥିବା ଏକ ପଥର କ୍ରସର ଓ ପଥର କ୍ୱାରି ଉପରେ ଆଜି ସନ୍ଧ୍ୟାରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଝାରବନ୍ଧ…