ଠୋ……ଫାଟିଲା କଂକ୍ରିଟ ରାସ୍ତା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଆଜି ଅପରାହ୍ନରେ ୨ ବେଳେ ପ୍ରଚଣ୍ଡ ଶବ୍ଦ କରି କଂକ୍ରିଟ ସଡ଼କ ବିସ୍ଫୋରଣରେ ଫାଟିବା ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରଛି । ଘଟଣା ସ୍ଥଳରେ ଥିବା ସମସ୍ତେ ଏଣେ ତେଣେ ଦୈାଡି ଚାଲି ଯାଇଥିଲେ । ଭୁଚଳନ ହେଲେ ଭୁପୃଷ୍ଠ ଫାଟିଯାଏ, ଦବିଯାଏ କିମ୍ବା…