“ରୁଚି ଉଦ୍ୟୋଗ”ରେ ସାଧାରଣତନ୍ତ୍ର ଦିବସ ପାଳନ

କଟକ(ଶାସକ ପ୍ରଶାସକ): କଟକ ମଧୁପାଟଣାସ୍ଥିତଶିଳ୍ପାଞ୍ଚଳରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ପବିତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ  ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୁଚିର…

ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ ୨୦୨୧ ପାଳିତ ହୋଇଯାଇଛି ।  ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରୁ…

 ବିଭିନ୍ନ ସ୍ଥାନରେ ୭୨ତମ  ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : +୩ ମହିଳା ମହାବିଦ୍ୟାଳୟ ପରିସରରେ ସାଧାରଣତନ୍ତ୍ର  ଦିବସ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ପତାକା ଉତ୍ତୋଳନ କରି ଭାଷଣରେ ସମ୍ବିଧାନ ର ଭୂମିକା ଓ ଭାରତୀୟ ମାନେ ଏକ  ମନ, ଏକ ପ୍ରାଣରେ ଦେଶର ଉନ୍ନତି ପଥରେ …

ସୋନପୁରର ପ୍ରଥମ ବିଧାୟକ ସ୍ଵର୍ଗତ ଅଚ୍ୟୁତ  ମହାକୁରଙ୍କ ପତ୍ନୀଙ୍କର ପରଲୋକ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମର (ସୋନପୁରର ପ୍ରଥମ ବିଧାୟକ  ସ୍ଵର୍ଗତ ଅଚ୍ୟୁତ ମହାକୁର)  ସ୍ତ୍ରୀ  ମାଳତୀ ମହାକୁରଙ୍କ  ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅଚ୍ୟୁତ ମହାକୁର ଭାରତ…

ବୀରମହାରାଜପୁର ରେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ  : ସଚେତନତା ହିଁ ଦୁର୍ଘଟଣାକୁ ରୋକି ପାରିବ । 

ବୀରମହାରାଜପୁର( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବୀରମହାରାଜପୁର ଠାରେ ପରିବହନ ସୁରକ୍ଷା ମାସ ୨୦୨୧ ପାଲିତ ହୋଇଯାଇଛି । ସ୍ଥାନୀୟ ଆଦର୍ଶ ଥାନା ପରିସରରୁ ସଚେତନତା ରଥ ଓ ରାଲି ବାହାରି ମୁଖ୍ୟ ଛକ ଯାଏ ପରିକ୍ରମା କରି ଏକ ସଚେତନତା…

“ରକ୍ତ ଅଭାବରୁ କେହିବି ମୃତ୍ୟୁ ବରଣ କରିପାରିବେ ନାହିଁ – ଡା .ପ୍ରଫୁଲ୍ଲ କୁମାର ରଥ “

"ସହଯୋଗ ସେବା " ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪୦ ୟୁନିଟ୍ ରକ୍ତ ସଂଗ୍ରହ ।  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାଁ ମଙ୍ଗଳା କଲ୍ଯାଣ ମଣ୍ଡପ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ…

ପ୍ରେସ କ୍ଲବ କଣ୍ଟାବାଞ୍ଜି ତରଫରୁ ୭୨ତମ ଗଣତନ୍ତ୍ରଦିବସ ପାଳିତ

କଣ୍ଟାବାଞ୍ଜି :(ଚୁଡାମଣି ସୁନା) ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି | ସଭାପତି ପ୍ରବଜିତ ସିଂହ ସାଲୁଜା ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ  କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଦୁର୍ଗାପ୍ରସାଦ…

ଚୋରା ଚାଲାଣ ହେଉଥିବା କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ।

କଣ୍ଟାବାଞ୍ଜି:(ଚୁଡାମଣି ସୁନା)କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ କରି ଚୋରା ଚାଲାଣ ହେଉଥିବା କାଠ ଗଣ୍ଡି ସହ ଏକ ଟ୍ରାକ୍ଟର ଜବତ କରିଛି।ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି।ପ୍ରକାଶ ଯେ ବନ ବିଭାଗ କର୍ମଚାରୀ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ କେ ଭି କଲେଜ ନିକଟସ୍ଥ କାଦୋବସା…

ବୟୋଜ୍ୟେଷ୍ଠ କର୍ମୀଙ୍କୁ ଭେଟି ଭଲମନ୍ଦ ବୁଝିଲେ ବିଧାୟକ 

ବରଗଡ :- ବିଜୁ ଜନତା ଦଳର ବୟୋଜ୍ୟେଷ୍ଠ କର୍ମୀ ଶ୍ରୀ ଗୋର୍ଷା ରଣା । ଆଜି ତାଙ୍କୁ ବୟାନବେ ବର୍ଷ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମର ନିବାସୀ ଶ୍ରୀ ରଣା ବିଜୁ ଜନତା ଦଳର ଜଣେ ପୁରୁଣା କର୍ମୀ ।  ପଦ୍ମପୁରର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଶ୍ରୀ ରଣାଙ୍କୁ ଭେଟିବା ସମୟରେ…

ଚାଷୀ ଓ ଚାଷର ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା : ଅଧ୍ୟକ୍ଷ ଶ୍ରୀ ପତ୍ରୀ 

ଉଠା ଜଳସେଚନ ନିଗମ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡିଶା ରାଜ୍ୟ ଉଠା ଜଳସେଚନ ନିଗମ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ସ୍ୱତନ୍ତ୍ରତା ସଂଗ୍ରାମରେ…