କୋଭିଡ୍ ହସ୍ପିଟାଲର ଆଇ୍.ସି.ୟୁରେ ଅଧିକା ୫ ଗୋଟି ଶଯ୍ୟା , ପାଇପ୍ ଲାଇନ୍ ମାଧ୍ୟମରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରୀ କରୋନାର ଭୟାବହତାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର , ଓଏଚ୍ପିସିଏଲ୍ ( OHPCL) ଏବଂ ହାଇଟେକ୍ ମେଡ଼ିକାଲ୍ କଲେଜର ମିଳିତ ଆନୁକୂଲ୍ୟରେ ଏକ କୋଭିଡ୍ ହସ୍ପିଟାଲ୍ ଆର୍. ସୀତାପୁର ଠାରେ କାର୍ଯ୍ୟରତ ଅଛି। ଯେଉଁଥିରେ…