ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରୁଛି : ଉପକୂଳବର୍ତ୍ତୀ ଅଂଚଳର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ନିମନ୍ତେ ଜଳ…
ଭୁବନେଶ୍ୱର(ଶାସକ ପ୍ରଶାସକ) ; ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର କମିଛି ଓ ବନ୍ୟା ସ୍ଥିତି ଧିରେ ଧିରେ ସୁଧୁରୁଛି । ଗତକାଲିଠାରୁ ଉପର ମୁଣ୍ଡରେ ଆଉ ବର୍ଷା ନଥିବାରୁ ବନ୍ୟାସ୍ଥିତି ଆଜି ସୁଦ୍ଧା କମିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ କହିଛନ୍ତି ।…