ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତରେ ଉଚ୍ଚସ୍ତରୀୟ ବିଧାନସଭାର ସବ-କମିଟି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ବିଧାନସଭାର ଏକ ଉଚ୍ଚସ୍ତରୀୟ ସବ-କମିଟି ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସିଥିଲେ। ଜିଲ୍ଲାଦ୍ବୟର ବିଭିନ୍ନ ସମସ୍ୟାକୁ ନେଇ ଏହି କମିଟି ନିଜର ରିପୋର୍ଟ ଗୃହକୁ ପ୍ରଦାନ କରିବେ ।
ସୂଚନା…