ସମ୍ବଲପୁର ପୋଲିସ ବିଭାଗ ପକ୍ଷରୁ ରେଙ୍ଗାଲି ଥାନାରେ ୧୭୧ ୟୁନିଟ ରକ୍ତ ସଂଗ୍ରହ ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ରକ୍ତ ପାଇଁ କେହି ମରିବେ ନାହିଁ। 5ଟି ମୋ ସରକାର ଅଧିନରେ ସମ୍ବଲପୁର ଏସପି ବି.ଗଙ୍ଗାଧରଙ୍କ ନିଦ୍ଦେର୍ଶ କ୍ରମେ ମଙ୍ଗଳବାର ରେଙ୍ଗାଲି ଥାନା ପରିସରରେ ସମ୍ବଲପୁର ଜିଲ୍ଲା ପୋଲିସର ସହଯୋଗିତାରେ ସର୍ବାଧିକ ୧୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠିତ…