ସଂସ୍କାର ନୈତିକତା , ନିଶାମୁକ୍ତି ଓ ସଦ୍ଭାବନା ଦେଶକୁ ବିକଶିତ କରିବ: ଜୈନ ମୁନି ଜିନେଶ କୁମାରଜୀ
ତେରାପନ୍ଥ ଜୈନ ଭବନରେ ସାମ୍ବାଦିକ ସମ୍ମିଳନୀ ।
ଟିଟିଲାଗଡ଼ /ଗୌରବ ଦର୍ଜୀ : ଆଜି ଟିଟିଲାଗଡ ତେରାପନ୍ଥ ଜୈନ ଭବନ ରେ ଜୈନ ମୁନି ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁନି ଜିନେଶ କୁମାରକୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଜୈନ ମୁନି ମାନଂକ ପଦଯାତ୍ରା …