ଏକାମ୍ର ରେ ବିଶାଳ ରକ୍ତ ଦାନ ଶିବିର: ୫୭୦ ୟୁନିଟ ରକ୍ତ ସଂଗ୍ରହ

0 2

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ  ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଏହି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ର ଆବାହକ ଅରୂପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ,ବିଧାୟକ ଦେବୀ ପ୍ରସାଦ ମିଶ୍ର,ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା,ଜୀବନ ବିନ୍ଦୁ ଏକାମ୍ର ଆବାହକ ଅଶ୍ଵିନୀ ସୁନ୍ଦରାୟ,ଭୁବନେଶ୍ୱର ବିଜୁ ଯୁବଜନତା ଦଳ ସଭାପତି ସମରେଶ ବେଉରା, ପୂର୍ବତନ ଡେପୁଟି ମେୟର କେ ଶାନ୍ତି,ଯୁବ ନେତା ସୁବାଷ ସୁନ୍ଦରାୟ,ତେଜସ୍ଵୀନି ମିଶନ ଶକ୍ତି ମହାସଂଘ ସଭାପତି ମହାମାୟା ସ୍ବାଇଁ,ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା,ବିନୟିନି ଜେନା,ପୁଷ୍ପା ଦାସ, ବରିଷ୍ଠ ନେତା ପ୍ରତାପ ଜେନା,ବିଜୁ ଜନତା ଦଳ ସଂପାଦକ ଡଃ ସନ୍ତୋଷ ବେଜ,ଛାତ୍ର ସମ୍ପାଦକ ଅଜିତ ବେହେରା, ନେତାଜୀ ଯୁବକ ସଂଘ ସଭାପତି ସନ୍ତୋଷ ସିଂ, ହୃଦୟବଲ୍ଲଭ ସାମନ୍ତରାୟ,ଅବନୀ କାନ୍ତ ପାଟ୍ଟସାଣି, ଲିଙ୍ଗିପୂର୍ ଗ୍ରାମପଞ୍ଚାୟତ ସରପଂଚ ରୀନାରାଣୀ ବେହେରା,ସରପଞ୍ଚ  ଇତିଶ୍ରୀ ଚମ୍ପତି,ପୂର୍ଣ୍ଣିମା ସାହୁ,ସଂଘମିତ୍ରା ପାଲ,ନର୍ମଦା ସାହୁ,ସମିତି ସଭ୍ୟ ଭଗବାନ ସାହୁ, ରଶ୍ମିତା ଶ୍ରୀଚନ୍ଦନ,ରଜନୀ ଦାସ,ପ୍ରଶାନ୍ତ ମୁଖୀ, ଗଜେନ୍ଦ୍ର ବେହେରା, ବିଭୂତି ପ୍ରଧାନ,ଚନ୍ଦ୍ରଶେଖର ମଲ୍ଲିଆ, ଜୀତେନ୍ଦ୍ର,ଦାଶରଥି ଗରାବଡୁ,ଶ୍ରୀଚନ୍ଦନ,ଲିତୁ ଗୋଛାୟତ, ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.