ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲ୍ ଫି ଛାଡ ପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଏଓବିଏସ୍ଓ ଛାତ୍ରସଂଘ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀ ଯୋଗୁ ଏପ୍ରିଲ୍ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଛାତ୍ରଛାତ୍ରୀମାନେ ହଷ୍ଟେଲର ସୁବିଧା ଉପଯୋଗକରି ନଥିଲେ ।ତେଣୁ ମୁଖ୍ୟମନ୍ତ୍ରୀ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନନରତ ୧୭୦୧୨…