ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ମାସିକ କବିତା ଆସର ଅନୁଷ୍ଠିତ

 ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଜୁଲାଇ ମାସ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇସାରିଛି।  ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସମ୍ୟକ ସୂଚନା ଦେଇ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ  ତଥା ବିଭାଗୀୟ…

କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡର ରଥଯାତ୍ରା

ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତି ରାୟଗଡ/ସରୋଜ ସାହୁ: ଓଡିଆଙ୍କ ଆରଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ…

ସୁଭାଷିନୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ମନୋନୀତ 

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ  ଗ୍ରାମର ବିଶିଷ୍ଟ ବିଜେପି ନେତ୍ରୀ ଶ୍ରମତୀ ସୁଭାଷିନୀ ପ୍ରାଧାନ  ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପଦବୀ ପାଇଥିବାରୁ ନିଜେ…

ସେପ୍ଟେମ୍ବର ୧୨ରେ ନିଟ୍(ୟୁଜି) ପରୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ

 ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା  ଆସନ୍ତାକାଲି ଅପରାହ୍ଣ ୫ଟାରୁ ଏନଟିଏ ୱେବସାଇଟରେ ଆବେଦନ  ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି  ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ମଧ୍ୟ ବୃଦ୍ଧି…

ଦାସିଆ ଅଜାଙ୍କ ୧୧୪ ତମ ଜୟନ୍ତୀ ପାଳିତ

ନୂଆଗାଁ (ସୁବ୍ରତ ପରିଡ଼ା): ଓଡ଼ିଶା ପାଠାଗାର ,ସଂଗ୍ରହାଳୟ ଆନ୍ଦୋଳନ ର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ,ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ( ଦାସିଆ ଅଜାଙ୍କ) ୧୧୪ ତମ ଜୟନ୍ତୀ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି।ଦାସିଆ ଅଜାଙ୍କ ନାତି ଦୀପକ୍ ପଟ୍ଟନାୟକ ଙ୍କ…

ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ: ଦୁଇ ଗିରଫ

ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ ନୂଆଗାଁ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ  ଫୁଲବାଣୀ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା  ୨ ଜଣ ବାଇକ୍ ଆରୋହୀ  କୁ ଅଟକାଇ ଜାଞ୍ଜ କରିବାରୁ ୧୦…

ଶୁଣିଲାନି ପ୍ରଶାସନ : ସାହାଯ୍ୟ ର ହାତ ବଢେଇଲେ ୟୁଥ ଫର ଆକ୍ସନ ଟିମ ।

ମାଲକାନଗିରି : ପିଡ଼ିଏସ ସାମଗ୍ରୀର  ସୁଷମ ବଣ୍ଟନ ବ୍ୟବସ୍ଥା ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ।  ସଦର ମହକୁମା ତଳସାହି ର ବାସିନ୍ଦା ଶ୍ରୀମତୀ ଜେମାମଣି ଚିକିଟି ବୟସ ପ୍ରାୟ ୭୦ପାଖାପାଖି  ସ୍ୱାମୀଙ୍କ ବିୟୋଗ ପରେ ଏକାକୀ ରହୁଥିଲେ । କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ…

100 ଲିଟର ଦେଶୀମଦ ଜବତ : ସ୍କୁଟି ସହ ଦୁଇ ଗିରଫ।  

ଭଦ୍ରକ ବ୍ଲକ୍ ,(ସୀତାକାନ୍ତ ପାଢ଼ୀ ):ପ୍ରତେକ ଦିନକୁ ଦିନ ଚୋରାମଦ ବିକ୍ରି ହେବାର ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ  ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ 11 ଘଟିକା ସମୟରେ…

ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରକ୍ତଦାନ ଭଳି ମହତ କାର୍ଯ୍ୟରେ ଯୁବସମାଜର ଭୂମିକା ପ୍ରଶଂସନୀୟ :- ମନ୍ତ୍ରୀ ସୁଶାନ୍ତ ସିଂ ଉଲ୍ଲେଖନୀୟ ସମାଜସେବା ପାଇଁ  ସାମ୍ମାନୀତ ହେଲେ ସାମାଜିକ କର୍ମୀ ଦୀପା ବାରିକ ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିରିପାଲି ଠାରେ ଯୁବସ୍ୱେଚ୍ଛାସେବୀ ମିନିକେତନ ଭୋଇ ଙ୍କ…

କଂସାରିଗୁଡା ଠାରେ ହିଣ୍ଡାଲ କୋ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ

କାଶୀପୁରରୁ ବୈକୁଣ୍ଠ ନାଥ ଦୁରିଆ: କାଶୀପୁର ବ୍ଲକର ପୋଡାପାଡି ପଞ୍ଚାୟତ ଅନ୍ତର୍ଗତ କଂସାରୀଗୁଡା ଗ୍ରାମ ଛକ ଠାରେ ଆଦିତ୍ୟ ବିର୍ଲ୍ଲା (ହିଣ୍ଡାଲ କୋ) ରିଫାଇନାରୀ କମ୍ପାନୀ ଦ୍ୱାରା ହୋଇଥିବା ବିସ୍ଥାପିତଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ମାସ ୧୭ ତାରିଖରେ…