ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ: ଦୁଇ ଗିରଫ

0 2

ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ ନୂଆଗାଁ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ  ଫୁଲବାଣୀ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା  ୨ ଜଣ ବାଇକ୍ ଆରୋହୀ  କୁ ଅଟକାଇ ଜାଞ୍ଜ କରିବାରୁ ୧୦ କେଜି ଗଞ୍ଜେଇ ମିଳିଥିଲା।ନୂଆଗାଁ ପୁଲିସ୍ ୧୦ କେଜି ଗଞ୍ଜେଇ, ଏକ ଗ୍ଲାମର୍ ଗାଡ଼ି ( ଓଡି ୨୮ – ୮୨୩୬) ଜବତ କରିବା ସହ  କନ୍ଧମାଳ ଗୋଛା ପଡ଼ା ର ଧ୍ରୁବଚରଣ ଦିଗାଲ, ଟିଟିଲା ଗଡ ର କର୍ମ ନାୟକ ( ରାଜା) କୁ ଗିରଫ କରିଛି।ନୂଆଗାଁ ପୁଲିସ୍ ପକ୍ଷରୁ କେସ ନଂ ୯୨ / ୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.