ମସଲା ଉଦ୍ୟୋଗ ପରିଦର୍ଶନ କଲେ ଝାରସୁଗୁଡ଼ା ଜିଲ୍ଲାର ଚାଷୀ , ଉତ୍ପାଦକ ଗୋଷ୍ଠୀ , ସ୍ବେଛାସେବୀ ଅନୁଷ୍ଠାନ ଓ ବିଭାଗୀୟ…

ଝାରସୁଗୁଡ଼ା :(ସୁଭାଷ ସହାରେ) -  ଜିଲ୍ଲାରେ ଉତ୍ପାଦିତ ହେଉଥିବା କୃଷି ଓ ଉଦ୍ୟାନ ଭିତ୍ତିକ ସାମଗ୍ରୀ ସହ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଲଙ୍କା , ଅଦା , ବଡ଼ି , ପାମ୍ପଡ଼ , ଆଚାର ଆଦିର ବିକ୍ରୟ ଓ ଏହାର ଲାଭ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀ ପାଖରେ କିପରି ସିଧାସଳଖ ପହଁଚି ପାରିବ ସେ…

ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ କବି ମୁରାରୀ ପ୍ରସାଦ ମିଶ୍ର ଙ୍କ ଜନ୍ମ ଜୟନ୍ତୀ ପାଳନ

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ଝଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ପେକ୍ଷାଳୟରେ କବି,ଲେଖକ,ନାଟ୍ୟକାର, ଆଇନଜୀବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ଏବଂ…

” ଝାରସୁଗୁଡାରେ ଜୀବନ ବୀମା ଅଫିସ ଧର୍ମଘଟ ଯୋଗୁଁ ବନ୍ଦ”

ଝାରସୁଗୁଡ଼ା :(ସୁଭାଷ ସହାରେ)-ଅଖିଳ ଭାରତ ବୀମା କର୍ମଚାରୀ ସଂଘ ଆହ୍ବାନ ତଥା ୪ ଦଫା ଦାବିି କୁ ନେଇ ଦିନିକିିଆ ଧର୍ମଘଟ ପାଳିିତ ହୋଇଯାଇଛିି। ଏହିି ଅଅବସର ବେହେରାମାଳ ସ୍ଥିତ ଜୀବନ ବୀମା କାଯ୍ୟାଳୟ ସପୁଣ୍ଣ ବନ୍ଦ ଥିଲା। ପୂବାଂହ୍ନ ୧୦ଟାରୁ ୩ଟା ପର୍ଯ୍ୟନ୍ତ ଧାରଣା ଓ ପିକେଟିଙ୍ଗ…

 କୃଷକ ଅଧିକାର ଯାତ୍ରା ବଡ଼ମାଲ ଛକ ଠାରେ ପହଞ୍ଚିବା ପରେ  ମିଳିତ ମଞ୍ଚ ପକ୍ଷରୁ ଭବ୍ୟ ସ୍ବାଗତ 

ଝାରସୁଗୁଡ଼ା :(ସୁଭାଷ ସହାରେ)-  ରାଜ୍ୟବ୍ୟାପୀ କୃଷକ ଅଧିକାର ଯାତ୍ରାକୁ ଝାରସୁଗୁଡ଼ାରେ ଭବ୍ୟ ସ୍ବାଗତ କରାଯାଇଛି । ଦାଣ୍ଡିମାର୍ଚ୍ଚ ଦିବସରୁ ଭୁବନେଶ୍ବର ଠାରୁ ବାହାରିଥିବା କୃଷକ ଅଧିକାର ଯାତ୍ରା ଗୁରୁବାର ଅପରାହ୍ନ ୧ଟାରେ ବଡ଼ମାଲ ଛକ ଠାରେ ପହଞ୍ଚିବା ପରେ ଝାରସୁଗୁଡ଼ା କୃଷକ, ଶ୍ରମିକ ଓ…

ଯୁଯୁମୁରା ନିକଟରେ ଟ୍ରକ୍‌-ମିନି ଟ୍ରକ୍‌ ଧକ୍କା, ଘଟଣାସ୍ଥଳରେ ମିନି ଟ୍ରକ୍‌ ଚାଳକର ମୃତ୍ୟୁ ।

ଯୁଯୁମୁରା,ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଗୁରୁବାର ରାତ୍ରି ପ୍ରାୟ ଦୁଇଟା ୩୦ ମିନିଟ ସମୟରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଗୋଟାଏ ଟ୍ରକ୍‌ ଓ ଗୋଟାଏ ମିନି ଟ୍ରକ୍‌ ପରସ୍ପର ସହ ଧକ୍କା ଖାଇବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣକ…

“ମାହାଙ୍ଗା ମାଟିର  ଇଜ୍ଜତକୁ ରାଜଧାନୀରେ ନିଲାମ କରିଛନ୍ତି ସାରଦା”

"ସାରଦାଙ୍କ ଭଳି ଘୃନ୍ୟ ଓ କଳଙ୍କିତ ଚରିତ୍ର  ଐତିହ୍ୟ ସମ୍ପନ୍ନ ମାହାଙ୍ଗା ପାଇଁ କଳଙ୍କ" ଭୁବନେଶ୍ୱର: ବିଜେଡିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛି ବିଜେପି। ଏହା ସହିତ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିର ରାଜନୈତିକ ଓ ସାଂସ୍କୃତିକ ପରିବେଶକୁ କଳଙ୍କିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି…

ଓଏଲ୍ଆଇସି ଅଧ୍ୟକ୍ଷଙ୍କ ଆନ୍ତରିକତାପୂର୍ଣ୍ଣ ତ୍ୱରିତ ପଦକ୍ଷେପ : କର୍ମଚାରୀଙ୍କ ବହୁ ପ୍ରତୀକ୍ଷିତ ଭବିଷ୍ୟନିଧି ପାଣ୍ଠି…

ଉପକୃତ ହେବେ ୮୦୦୦ରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀ    ୫-ଟି ଆଧାରରେ କାର୍ଯ୍ୟ ତ୍ୱରାନ୍ୱିତ ଯୋଗୁଁ ସୁଫଳ ମିଳଛିି- ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କୃଷିର ଉନ୍ନତି ଓ କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଓଡିଶା ଉଠା…

ବଚସାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ନନ୍ଦମୁଣ୍ଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁଁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି। ସୂଚନା ମୁତାବକ, ନନ୍ଦମୁଣ୍ଡା ଗ୍ରାମର ରବି ନାଏକ ଓ ତାର ସ୍ତ୍ରୀ ସୁରୁବାଲି ନାୟକ…

“ଲକ୍ଷ୍ୟ” ମାନଦଣ୍ଡ ହାସଲ କଲା ଗଜପତି ଜିଲ୍ଲା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  "ଲକ୍ଷ୍ୟ" ହେଉଛି ପ୍ରସୂତି ଗୃହ ଏବଂ ପ୍ରସୂତି ଅସ୍ତ୍ରପୋଚାର ଗୃହର ଗୁଣବତ୍ତାକୁ ଅଭିବୃଦ୍ଧି କରିବାର ପ୍ରୟାସ । ଯାହା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଏହା ହେଉଛି ଗଜପତି ଜିଲ୍ଲା ପାଇଁ ଏକ…

କୃଷି ମହୋତ୍ସବ:  କୁକୁଡ଼ା ପାଳନ ଗୋ ପାଳନ ଓ ସମନ୍ୱିତ ଚାଷ ଉପରେ  ଆଲୋଚନା ଚକ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ  କୃଷି ମହୋତ୍ସବର ତୃତୀୟ ଦିବସରେ  ଜିଲ୍ଲା ମୁଖ୍ୟ କୃଷି  ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସାମନ୍ତ ରାୟ ପ୍ରଦୀପ ପ୍ରଜ୍ବଳନ କରି ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରି ଥିଲେ ।…