କ୍ୟାନ୍ସରକୁ ହରାଇ କଥାରେ ଗଢ଼ିଲେ ନୂଆ ପରିଚୟ
ଦିନେ ଯେଉଁ ରୋଗ ଛଡ଼ାଇ ନେଇଥିଲା କଥା କହିବାର ଶକ୍ତି, ଆଜି ସେହି କଥା କହିବା ଶୈଳୀ ହିଁ ଦେଇଛି ସ୍ୱତନ୍ତ୍ର ପରିଚୟ
ବଲାଙ୍ଗିର, ୭/୯ : ମାଉଥ୍ କ୍ୟାନ୍ସର। ଏଭଳି ଏକ ରୋଗ, ଯେଉଁଥିରେ ପାଟିରୁ କଥା ବାହାର କରିବା ମଧ୍ୟ କଷ୍ଟକର ହୋଇପଡ଼େ। କ୍ୟାନ୍ସର ଯୋଗୁଁ ଜିଭର ଏକ ଅଂଶ କାଟିବାକୁ!-->!-->!-->!-->!-->…