ବରତୁଣ୍ଡା ପଞ୍ଚାୟତ ରେ ତାଲା ପକାଇଲେ ଚାଷୀ:ମନରେଗା କାମରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବାରତୁଣ୍ଡା ଗ୍ରାମପଞ୍ଚାୟତ ଅଫିସ କୁ ଆଜି ସ୍ଥାନୀୟ ଆଞ୍ଚଳିକ କୃଷକ ମହାସଂଘ ତରଫରୁ ଆଜି ତାଲା ପକେଇ ଦିଆଯାଇଛି । କୃଷକ ମହାସଂଘ ର ଅଭିଯୋଗ ଅନୁସାରେ ବିଗତ ପାଞ୍ଚ ବର୍ଷ ହେଲା ପଞ୍ଚାୟତ ରେ କାମ କରୁଥିବା ସରପଞ୍ଚ ଓ ଅଧିକାରୀ ମାନେ ଅନେକ ପ୍ରକାର…