ତାଲାବନ୍ଦ ସମୟରେ ମାତିଛନ୍ତି ମଦ ମାଫିଆ,କାବୁକଲା ଅବକାରୀ ବିଭାଗ ।
ବିପୁଳ ପରିମାଣର ଦେଶୀ,ବିଦେଶୀ ମଦ ସହ ମୋଟର ସାଇକେଲ ଜବତ,୫ ଗିରଫ
ପଦ୍ମପୁର(ଶାସକପ୍ରଶାସକ )-ତାଲାବନ୍ଦର ସୁଯୋଗ ନେଇ ପଦ୍ମପୁର ଉପଖଣ୍ତର ବିଭିନ୍ନ ସ୍ଥାନରେ ବେଆଇନ ମଦ ରନ୍ଧା ଓ ବିକ୍ରୟ ହେଉଥିବା ଖବର ପାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ…