ଦେବୋତ୍ତର ପଡିଆରେ ଜୋର ଜବରଦସ୍ତ ଶ୍ମଶାନ ଘର ନିର୍ମାଣକୁ ବିରୋଧ
ତହସିଲଦାରଙ୍କୁ ଭେଟି ଦେଲେ ଅଭିଯୋଗ କଲେ ନୂଆଁରାଇପୁର ଗ୍ରାମବାସୀ
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତ ଅଧିନ ନୂଆଁରାଇପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ନୂଆଗାଁ ତହସିଲଦାରଙ୍କୁ ଭେଟି ନିଜ ଗ୍ରାମର ସମସ୍ୟା ବିଷୟରେ ଅବଗତ କରାଇବା ସହ…