ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର: ୪୬ ଅଭିଯୋଗ ପଞ୍ଜିକୃତ, ୨୫ର ତତ୍କାଳ ସମାଧାନ

ଓଡ଼ଗାଁ, ୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ।…

ଜରାଜୀର୍ଣ୍ଣ ଅବସ୍ଥାରେ ଏମ୍ ଭି ୬୬ ଏଲ ଆଇ ଅଫିସ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମ୍ ଭି ୬୬ ଗ୍ରାମରେ ଅବସ୍ଥିତ ଏଲ ଆଇ ଅଫିସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାର ଦେଖିବାକୁ ମିଳିଛି। ଅଫିସ୍ ଘରଟି ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହା ବର୍ତ୍ତମାନ ବ୍ୟବହାର…

ତାଗିଦ୍ ସତ୍ତ୍ବେ ଡିଏନ୍‌କେ ବଜାର ବ୍ୟବସାୟୀ ଅମାନିଆ ।

ସକାଳେ ବନ୍ଦ, ସନ୍ଧ୍ୟାରେ ଦୋକାନ ଖୋଲା । ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଠେଲାଗାଡ଼ି ପକାଇ ଦୋକାନ ଖୋଲିବା, ଡିଏନକେ ଅଞ୍ଚଳରେ ରାସ୍ତାକଡ଼ରେ ବସି ପରିବା ବିକିବା ସହ ଦୋକାନ ଖୋଲିବା ଯୋଗୁଁ ଭିଡ଼ ଜମୁଛି।…

ମେ’ ୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର- ତା ୨୦.୦୪.୨୦୨୬ /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ତରୀୟ ଓ ତାଲୁକ ସ୍ତରୀୟ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ' ମାସ ୯ ତାରିଖରେ ସମସ୍ତ ଅଦାଲତ ଏବଂ ସମସ୍ତ ତହସିଲ କାର୍ଯ୍ଯାଳୟରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ…

ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

ଜଗତସିଂହପୁର,ତା-୨୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଜିଲ୍ଲା କୃଷି ବିଭାଗ ତରଫରୁ ଆଜି ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ପଂଚାୟତ ଅଧିନସ୍ଥ ଇନ୍ଦରପା କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶାର ଚାଷୀଭାଇଙ୍କର ପର୍ବ ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଥିଲା। ଏଥିସହିତ ସି ଏମ୍…

ଜିଲ୍ଲାସ୍ତରୀୟ କବି ଜୟଦେବ ଙ୍କ ଜୟନ୍ତୀ ୨୦୨୬ ପାଳିତ

ଜଗତସିଂହପୁର,ତା ୨୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜିଲ୍ଲାସ୍ତରୀୟ କବି ଜୟଦେବଙ୍କ ଜୟନ୍ତୀ ସମାରୋହ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସଂସ୍କୃତି ପରିଷଦ ଏବଂ ଜିଲ୍ଲା…

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୨୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି…

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣ କାର୍ଯ୍ୟ ଚକରେ ଅଖ ଲଗା ଅନୁକୂଳ –…

ନୀଳଗିରୀ ତା ୨୦/୦୪:- ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଦିବସରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣର ପ୍ରାରମ୍ଭିକ ଶୁଭ କାର୍ଯ୍ୟ ଚକରେ ଅଖ ଲଗା ଅନୁକୂଳ ହୋଇଯାଇଛି।ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବାହ୍ନ ଦଶ ଘଟିକାରେ…

ବିଞ୍ଚଣାରେ ଅକ୍ଷି ମୁଠି ଅନୁକୂଳ

ବେଲଗୁଣ୍ଠା,୨୦/୦୪,-(ଶିବରାମ ଚୌଧୁରୀ )-ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଠାରେ କରାଗାଡ଼ିଆ କୃଷକ ବାହିନୀ ଆନୁକୁଲ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଛି I ଏହି ଅବସରରେ ଗିନି ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ମଧ୍ୟରେ ଅକ୍ଷି ମୁଠି ଅନୁକୂଳ…

ଅନ୍ନଦାତାଙ୍କ ଗୌରବ ପାଇଁ ସାନଜରିଆରେ କୃଷକ ମନ୍ଦିର ।

କେନ୍ଦ୍ରାପଡା:୨୦/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ମଣିଷ ଯେଉଁଦିନ ଚାଷ ଶିଖିଲା ସେହିଦିନ ଏକ ନିର୍ଦିଷ୍ଟ ଜାଗାରେ ବାସ କଲା। ଚାଷ ବାସ ରୁ ଆରମ୍ଭ ହେଲା ମାନବ ସଭ୍ୟତା ର ଇତିହାସ । ଖାଦ୍ୟ ସଂଗ୍ରହକାରି ମଣିଷ ଖାଦ୍ୟ ଉତ୍ପାଦନକାରି ରେ ପରିଣତ ହେଲା । ଯାଯାବର ଜୀବନରୁ ମଣିଷ ଏକ ସଭ୍ୟ ସଂସ୍କୃତି…