ଶିରିଝୋଲି ହତ୍ୟା ମାମଲାରେ ବୁଡୁଙ୍କୁ ଆଜୀବନ କାରାଦଣ୍ଡ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର, ୮/୯/୨୬ ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର ଥାନା କେସ୍‌ ନମ୍ବର ୧୦୫/୨୦୨୩ରୁ ଉତ୍ପନ୍ନ ସି.ଟି. କେସ୍‌ ନମ୍ବର ୫୪/୨୦୨୩ରେ ଅଭିଯୁକ୍ତ

ଶିଶୁ ସାହିତ୍ୟିକଙ୍କ ଶୋକସଭା

ଭୁବନେଶ୍ୱର / ତା 07-09-2026 -ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାହିତ୍ୟ ଏକାଡେମୀ ଓ ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେସ୍ବର୍ଗତ ବୀରକିଶୋର ପାଢ଼ୀଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ବାଲ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ

ବଂଶଧାରା ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ରାୟଗଡା ଜିଲ୍ଲା ଭାଜପା ପକ୍ଷରୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୮/୯/୨୬ ରାୟଗଡା ଜିଲ୍ଲା ବିଜେପି ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଆଜି ପୁର୍ବତନ ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ, ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଯୁବ ନେତା ଭୀକାରି

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

ଭୁବନେଶ୍ୱର: କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ୭ ସେପ୍ଟେମ୍ବର ୨୦୨୬ରେ ଐତିହାସିକ ସହର ଭୁବନେଶ୍ୱରଠାରେ ଉଦ୍‌ଯାପିତ ହୋଇଯାଇଛି । ଏଥିସହିତ ବ୍ୟାପକ ବିମର୍ଷ, ନବୋନ୍ମେଷୀ ଚିନ୍ତାଧାରା ଏବଂ ରଣନୈତିକ ନେଟୱର୍କିଂ ଉପରେ ଚାଲିଥିବା ତିନିଦିନ ବ୍ୟାପୀ କାର୍ଯ୍ୟକ୍ରମ

ଡକ୍ଟର ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ଚିଦାକାଶ କଳାଳୟ ମାର୍ଗନାଟ୍ୟ “ସୌଗନ୍ଧିକାହରଣମ୍”କୁ ଜୀବନ୍ତ କଲା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା ଭୁବନେଶ୍ୱର : ୭ ସେପ୍ଟେମ୍ବର ୨୦୨୬ :ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ‘ସମାବେଶୀ ସମାଜଦର୍ଶନର ଅନନ୍ୟ ପ୍ରୟୋଗଶାଳା’- ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ• କେବଳ ଡିଗ୍ରୀ ଯଥେଷ୍ଟ ନୁହେଁ, ଏଆଇ ଓ ଇଣ୍ଟରନେଟ୍ ଯୁଗରେ ମାନସିକ, ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଯୁବପିଢ଼ି ଗୁରୁ ଦାୟିତ୍ୱ ନିଅନ୍ତୁ•

ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ

ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତରେ ରବିବାର ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇ

ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାରରେ ରୁଦ୍ର ନାରାୟଣ ପ୍ରଥମ ହୋଇ ଜିଲ୍ଲା ସ୍ତରକୁ ମନୋନୀତ

ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ଓଡ଼ଗାଁ ଏନ୍‌ଏସିସ୍ଥିତ ରଘୁନାଥ ବିଦ୍ୟାପୀଠ ପରିସରରେ ସୋମବାର ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ‘ଇଣ୍ଡିଆ ଏନର୍ଜି (୨୦୪୭)ସମ୍ଭାବନା

ପ୍ରତି ସୋମବାର ହେବ ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଓଡ଼ଗାଁ ବ୍ଲକ୍ ମିଶନ ଶକ୍ତି ଗୃହରେ ବିଡିଓ ପ୍ରୀତିବାଳା ରଣା

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

ଭୁବନେଶ୍ୱର, ସେପ୍ଟେମ୍ବର ୭: ଯୁବ ଉଦ୍‌ଭାବକମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବାସ୍ତବ ଜୀବନର ବିଭିନ୍ନ ସମସ୍ୟାର ସମାଧାନରେ ପରିଣତ କରିବା ଲକ୍ଷ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ହାକାଥନ୍ ‘ସୋଆ ଆଇଡିଆଥନ୍ ୨୦୨୬’ ଆୟୋଜିତ