କାଶୀପୁର ବ୍ଲକରେ ବିଡ଼ିଓ ପଦବୀ ଖାଲି : ବିକାଶ କାମ ବାଧାପ୍ରାପ୍ତ
ସ୍ଥାନୀୟ ଜନସାଧାରଣ ଓ ଲୋକ ପ୍ରତିନିଧିଙ୍କ ମନରେ ତୀବ୍ର ଅସନ୍ତୋଷ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଏକ ପଛୁଆ ଅଞ୍ଚଳ ହୋଇ ଥିଲେ ମଧ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଏହି କାରଣରୁ…