ଭୀମଭୋଇ ସ୍ମୃତି ପୀଠ କନ୍ଧରାରେ ବିଜୟା ଦଶମୀ ଉପଲକ୍ଷେ ଆରିୟନ୍ ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 1

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠରେ ଶୁକ୍ରବାର ଆରିୟନ ଫାଉଣ୍ଡେସ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମ ରେ ଅଲେଖ ମହିମା ଧର୍ମର ଆନନ୍ଦ ବାବା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସାହିତ କରିଥିଲେ । ଗ୍ରୁପ୍ ର ସଭାପତି ପପୁନ୍ ସାମଲ, ଉପ ସଭାପତି ଚିନ୍ମୟୀ ବିର୍ ,ସମ୍ପାଦକ ତନ୍ମୟ ସାହୁ ,ସହ ସମ୍ପାଦକ ସଚିନ୍ କୁମାର ପ୍ରଧାନ, ଉପଦେଷ୍ଟା ଗଜାନନ ଭେଶରା, ଆଡମିନ ପୁଷ୍ପାଞ୍ଜଳି ଗଗରାଇ, ଦୁଃଶାସନ ବେହେରା ସଦସ୍ୟ ମାନଙ୍କ ମଧ୍ୟରେ ରତିରମନ୍ ପ୍ରଧାନ, ବିକାଶ ଚନ୍ଦ୍ର ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଅଲେଖ ନାୟକ ଏବଂ ଗ୍ରାମର ବହୁତ ଲୋକ ଯୋଗଦେଇଥିଲେ ।

 

Leave A Reply

Your email address will not be published.