ବିଜୟା ଦଶମୀ ସିନାପାଲି ଠାରେ ବିଶ୍ଵ ହିନ୍ଧୁ ପକ୍ଷରୁ ଅସ୍ତ୍ର ଶସ୍ତ୍ର ପୂଜନ ଉସବ ପାଳିତ

0 1

ନୂଆପଡ଼ାରୁ ଯଶୋବନ୍ତ କୁମାର:  ବିଜୟା ଦଶମୀ ଶୁକ୍ରବାର ଦିନ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ସିନାପାଲି ପ୍ରଖଣ୍ଡ ତରଫରୁ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶ୍ବହିନ୍ଦୁ ପରିଷଦର ଏବଂ ବଜରଙ୍ଗ ଦଳ ସିନାପାଲି ପ୍ରଖଣ୍ତ ର ବିଭିନ୍ନ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ପ୍ରଥମେ ସ୍ଥାନୀୟ ସ୍ୱରସତି ଶିଶୁ ମନ୍ଦିର ଠାରେ ଅସ୍ତ୍ର ପୂଜନ ହେଲାପରେ ନଗର ପରିକ୍ରମା ହେଇଥିଲା ଏବଂ ସିନାପାଲି କାପସିସ୍ଥିତ ଜୟ ବଜରଙ୍ଗ ବଳି ଛକ ଠାରେ ପ୍ରସ୍ତାବିତ ଶ୍ରୀ ହନୁମାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ହେଇଥିଲା ଏହି କାର୍ଯ୍ୟକ୍ରମରେ ତୁଳସୀରାମ ମେହେର,ରୋହିତାସ୍ଵ ନାୟକ,ମୋହନ ଚରଣ ଦାସ,ପଙ୍କଜ ଦାସ, ସୁରଜ ମେହେର,ପ୍ରଭାତ ମେହେର, ଜୟନ୍ତ ମେହେର ,ସୁନିଲ ମେହେର,ବିକାଶ ମେହେର,ନରେଶ ମେହେର,ଆକାଶ ମେହେର ,ନରେଶ ମାଝୀ,ଜିତେନ୍ଦ୍ର ମେହେର,ବିହାରିଲାଲ ମସ୍ରା । ପ୍ରମୁଖ ସମସ୍ତ ସିନାପାଲି ସ୍ଥିତ ବଜରଙ୍ଗୀ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। 

Leave A Reply

Your email address will not be published.