“ଜୁଆ ସାମ୍ରାଜ୍ୟ ଉପରେ ପୋଲିସର କଡ଼ା ପ୍ରହାର, ତଦନ୍ତରେ ମିଳୁଛି ନୂଆ ଲିଙ୍କ”
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର-୧୫ ଥାନା ମାମଲା ନଂ-୯୩, ତାରିଖ ୦୮.୦୬.୨୦୨୬ ଅନୁସାରେ ଚାଲିଥିବା ତଦନ୍ତରେ ପୋଲିସ ଆଉ ଜଣେ ସହ-ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଲୁଆକେରା ଗ୍ରାମର ବାହାନା କଂସାରୀ ଓ ତାଙ୍କ ଭାଇ ଦିଲୀପ କଂସାରୀ ଓଡ଼ିଶା-ଝାଡ଼ଖଣ୍ଡ ସୀମାଞ୍ଚଳରେ ବେଆଇନ…