ଇନ୍ଦିରା ଗାନ୍ଧୀ ଙ୍କ 37 ତମ ଶ୍ରାଦ୍ଧ ଦିବସକୁ ସଂକଳ୍ପ ଦିବସ ଭାବେ ପାଳନକଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ବିଶ୍ୱ ଵରଣ୍ୟ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଙ୍କ 37ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସମାବେଶ ଆୟୋଜନ…

ବୁଲିଲେ ବୁଝିଲେ ଖୁସି ହେଲେ ବାଳାଶ୍ରମର କୁନି ଅନ୍ତେବାସୀ

ପୁରୀ/ଅନିମେଶ ପଟ୍ଟନାୟକ : ସହରର ବିଭିନ୍ନ ଐତିହ୍ୟସ୍ଥଳ ବୁଲିଲେ ଉତ୍କଳ ବାଳାଶ୍ରମର କୁନି ଅନ୍ତେବାସୀମାନେ । ଐତିହ୍ୟସ୍ଥଳ ସଂପର୍କରେ ପଚାରି ବୁଝିବା ସହ ଖୁସି ହୋଇଥିଲେ ବାଳାଶ୍ରମର ଅନ୍ତେବାସୀ । ରବିବାର ସକାଳେ ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ…

ଅସୁରକ୍ଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା ଉଛେଦ ଆରମ୍ଭ

ପୁରୀ/ଅନିମେଶ ପଟ୍ଟନାୟକ : ଅସୁରକ୍ଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଠାକୁ ଅସୁରକ୍ଷିତ ଘୋଷଣା ପରେ ଆରମ୍ଭ ହୋଇଛି ଉଛେଦ । ରବିବାର ଶ୍ରୀମନ୍ଦିର ବନ୍ଦ ଥିବାରୁ ଉଛେଦ କାମ କରାଯାଇଛିସୋମବାର ଉପଜିଲ୍ଲାପାଳ ଭବତାରଣ ସାହୁ ଘଟଣା ସ୍ଥଳ ରେ ଉପସ୍ଥିତ ରହି…

କିଟ୍‍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ

ଭୁବନେଶ୍ୱର: କିଟ୍‍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠା ହେବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଶେଖର ମେହଟା ଶନିବାର ସୂଚନା ଦେଇଛନ୍ତି । କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ଶ୍ରୀ ମେହଟା ଆଜି ଏହି ଘୋଷଣା କରିଛନ୍ତି ।…

ହରିଶଙ୍କର ଛକ ଡକାୟତି ମାମଲାର ୬ ଅଭିଯୁକ୍ତ ଗିରଫ ଓ ୨ ବାଇକ ଜବତ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ହରିଶଙ୍କର ଛକ୍କ ଡକାୟତି ଘଟଣାରେ ଜଡିତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାର ଜଣାପଡିଛି!ସୂଚନାଯୋଗ୍ୟ,ଗତ ୧୧.୧୦.୨୧ ଦିନ ଅପରାହ୍ନ ୩:୩୦ଟାରେ ନାନ୍ଦୁପଲା…

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲ ସ୍ୱାଗତ ସଂବର୍ଦ୍ଧନା

ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ ଭୁବନେଶ୍ୱର(ଶାସକ ପ୍ରଶାସକ): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଗତକାଲି ଭୁବନେଶ୍ୱରରେ ପହଁଚିଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ସକାଳେ ଏହି ଯୁଦ୍ଧରେ ଅଂଶଗ୍ରହଣ…

୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଂଜୁରୀ, ୧୧୪୬ ସ୍କୁଲରେ ନୂଆ ପ୍ରକଳ୍ପ

"ମୋ ସ୍କୁଲ ଅଭିଯାନ'ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ମାସକରେ ଯୋଡ଼ି ହେଲେ ୧୪ ହଜାର ପୁରାତନ ଛାତ୍ରଛାତ୍ରୀ ସ୍କୁଲ ବିକାଶରେ ସାମିଲ ହୋଇଛନ୍ତି ୬ ଲକ୍ଷରୁ ଉର୍ଦ୍ଧ୍ଵ ପୁରାତନ ଛାତ୍ରଛାତ୍ରୀ ପ୍ରକଳ୍ପ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ…

ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଁ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ : ଗୋଲକ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ଶାସକ ବିଜେଡି ପ୍ରତି ସାଧାରଣ ଓଡିସାବାସୀଙ୍କ କ୍ଷୋଭ ବୃଦ୍ଧି ପାଇଚାଲିଛି ।ନ୍ୟାୟ ପାଇବା ପାଇଁ ସାଧାରଣ ଓଡିଶାବାସୀ ଆଜି ରାଜ୍ୟବ୍ୟାପୀ ଆନେ୍ଦାଳନ କରୁଛନ୍ତି ।ଆନେ୍ଦାଳନର ଏହି ସ୍ୱରକୁ ସହି ନପାରି ଏହାକୁ ଦମନ କରିବା ପାଇଁ ଶାସକ ବିଜେଡି…

୨୦୨୨ରେ ପୁଣି ଥରେ ବିଜେପିକୁ ଆଶୀର୍ବାଦ କରିବେ ୟୁପିବାସୀ – ଧର୍ମେନ୍ଦ୍ର ପ୍ରଧାନ

ଉତରପ୍ରଦେଶ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତନ ଆଣିଥିବା ବେଳେ ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ…

ବିଶ୍ୱ ମିତବ୍ୟୟିତା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ଗଜପତି ତରଫରୁ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ତତ୍ ସଙ୍ଗେ ସଙ୍ଗେ ସ୍ୱଳ୍ପ ସଞ୍ଚୟର ଉପକାରିତା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ…