ଆହତ ଭାନୁ ମାଝୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରୀଦିହି ଗ୍ରାମର ଭାନୁ ମାଝୀ ଙ୍କର ଏକ ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଅତ୍ୟନ୍ତ ଗରିବ ଶ୍ରେଣୀର ଓ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ସେ ମୂଲ ମଜୁରୀ ଲାଗି ଯାହା ରୋଜଗାର କରନ୍ତି ସେଥିରେ…

ମହାପ୍ରଭୁଙ୍କ ଅଧର ନୀତି, ଦେଖନ୍ତୁ ସିଧା ପ୍ରସାରଣ 

https://youtu.be/qK7sggZfpag ପୁରୀ/ ଅନିମେଶ ପଟ୍ଟନାୟକ: ବଡ଼ଦାଣ୍ଡରେ ଲୀଳା  କରୁଛିନ୍ତ ମହାପ୍ରଭୁ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସବୁ ପ୍ରସ୍ତୁତି ଶେଷ । ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହୋଇ …

ଡାକ୍ତରଙ୍କ ଘରୁ ପାଞ୍ଚଲକ୍ଷ ଟଙ୍କାଚୋରୀ, ସଦର ଥାନା ଅଞ୍ଚଳରେ ଘରୁ ପଲସର ବାଇକ ଚୋରୀ

 ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ  :- ଦିନକୁ ଦିନ ସୁନ୍ଦରଗଡ ସହର ସମେତ ଆଖପାଖ ଅଞ୍ଚଳରେ ଚୋର ଡକାୟତ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି | ଗତକାଲି ସହରର ମୁଖ୍ୟ ହସ୍ପିଟାଲଛକ  ୫୦ମିଟର ଲାଗି ରହିଥିବା ମୁଖ୍ୟ ପୋଷ୍ଟ ଅଫିସ ସମ୍ବୁଖ ରେ ରହିଥିବା ଗୋଟିଏ ମେଡିକାଲ କୁଆଟର  ଯେଉଁଥିରେ କି ଜଣେ…

ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଲେ ପ୍ରାଧ୍ୟାପକ ସନ୍ତୋଷ ତ୍ରିପାଠୀ

ଭୁବନେଶ୍ୱର : ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଜଣାଶୁଣା ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର  ସନ୍ତୋଷ ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି | ଆଜି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ପ୍ରଫେସର ତ୍ରିପାଠୀଙ୍କୁ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି | …

ନୂଆଗାଁ ପଞ୍ଚାୟତ ସମିତି ର ଏକାଦଶ ତମ ଅଧିବେଶନ ଅନୁଷ୍ଠିତ

ନୂଆଗାଁ/ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ର ଏକାଦଶ ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଇନ୍ଦିରା ଆବାସ ଯେପରି ପ୍ରକୃତ ହିତାଧିକାରୀ ପାଇ ପାରିବେ ସେ…

ଶ୍ରୀ ହରିଚନ୍ଦନଙ୍କ ପଛୁଆ ବର୍ଗ ବିରୋଧୀ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ଶ୍ରୀ ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇନଥିବାରୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି ଦଳ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ଫେବୃଆରୀ, ୨୦୨୦ ରେ ବିଧାନସଭାରେ ସମର୍ଥନ କରିଥିବା ବିଷୟ ସେ ଜାଣିନାହାନ୍ତି ବୋଲି…

ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଚାରାରୋପଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଅଡ଼ବା ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରଧାନମନ୍ତ୍ରୀ ରାସ୍ତା କଡ଼ରେ ଚାରାରୋପଣ କରାଯାଇଛି।    କଙ୍କରଡ଼ା ,ବାଲିପଙ୍କ ଜଗନ୍ନାଥପୁର , କୁଟୁଣୀ ଗଣ୍ଡା , ବାରିଆପଦା ଆଦି…

ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ରେଢାଖୋଲ ଶାସକ ପ୍ରଶାସକ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧିନ ଶୁଆଣି ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀ ଙ୍କ ଦ୍ୱାରା ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଶିକାରୀ ହେଲେ ବଡହିଣ୍ଡୋଲ ଗ୍ରାମର କୃଷ୍ଣ ଭୋଇ ବୋଲି ଜଣାପଡିଛି। ତାଙ୍କ…

ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଡିସୱାସର ଉନ୍ମୋଚିତ  

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍ସେସ୍ ଭାରତୀୟ ଡିସୱାସର (ବାସନ ମାଜିବା ଯନ୍ତ୍ର) ବର୍ଗରେ ପ୍ରବେଶ କରି ନୂଆ ଗୋଦରେଜ୍ ଇଅନ୍ ଡିସୱାସର  ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବିଜନେସ୍…

ଆଇସିଆଇସିଆଇ ବ୍ୟାଙ୍କ ଓ ଏଚପିସିଏଲର କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ଏଚ୍ପିସିଏଲ୍) ସହଯୋଗରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ “ଆଇସିଆଇସିଆଇ ବ୍ୟାଙ୍କ ଏଚ୍ପିସିଏଲ୍ ସୁଭର ସେଭର”କୁ ଉନ୍ମୋଚନ କରାଯାଇଛି । ଦୈନନ୍ଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବର୍ଗ ଯଥା…