ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର  ନୂତନ ଅଧ୍ୟକ୍ଷଙ୍କୁ ଛାତ୍ର ବିଜେଡି ପକ୍ଷରୁ ସ୍ବାଗତ 

ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ ଜିଲ୍ଲା ବିଜୁଛାତ୍ର ଜନତା ଦଳର ସଭାପତି ସୟଦ ସେହବାଜ ହୁସେନ ଏବଂ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇଥିବା ମହା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଲଳିତ ରଞ୍ଜନ ସାହୁଙ୍କୁ…

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର। 

ଟିଟିଲାଗଡ, (ଗୌରବ ଦର୍ଜୀ)- ସନ୍ଦେହ ଜନକ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ। ରାତିରେ ଶେଯ ଉପରେ ଶୋଇଥିବା ଅବସ୍ଥା ରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି। ଯାହା କୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି। ଗତ ଚାରି ବର୍ଷ ଧରି ଟିଟିଲାଗଡ…

ମରଣଜନ୍ତା ପାଲଟିଛି ଭୁବନେଶ୍ଵରପୁରରୁ ଭାନପୁର ରାସ୍ତା : ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା…

ପାଇକମାଲ : ଗ୍ରାମାଞ୍ଚଳରେ ରାସ୍ତା ଗୁଡିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗ କୁ ନିର୍ଦେଶ ଦେଉଥିବା ସତ୍ତ୍ୱେ ଏବେମଧ୍ୟ ଉପାନ୍ତ ଅଞ୍ଚଳର ରାସ୍ତା ଗୁଡ଼ିକ ଉପରେ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡୁନଥିବା ଘଟଣା ଦେଖିବାକୁ ମିଳୁଛି.ଏଭଳି ଅନେକ ସମସ୍ୟାକୁ ଲୋକଲୋଚନକୁ…

ଫସଲ ବୀମା ରେ ଜାଲିଆତି ଅଭିଯୋଗ ନେଇ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି ।

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ସାରା ଭାରତରେ ପରିଚିତ, ଅଞ୍ଚଳବାସୀ ମୁଖ୍ୟତଃ ଚାଷ ସମୟରେ ବର୍ଷାପାଣି କୁ ହିଁ ନିର୍ଭର କରିଥାନ୍ତି, ଜଳସେଚନ ର କୌଣସି ସୁବିଧା ନାହିଁ ଏବଂ ପ୍ରତ୍ୟେକ ବର୍ଷ ଏଠାରେ ସ୍ବଳ୍ପ ବର୍ଷା କାରଣରୁ ମରୁଡ଼ି ଦେଖା…

ବେଦାନ୍ତ କେୟାର ଗୋଷ୍ଠୀ କଲ୍ୟାଣ ନିମନ୍ତେ ୨୦୨୧ ଆର୍ଥିକ ବର୍ଷରେ ୩୩୧ କୋଟି ବ୍ୟୟ

ନୂଆଦିଲ୍ଲୀ/ ମୁମ୍ବାଇ: ଭାରତରେ ଧାତୁ,ଖଣିଜ ପଦାର୍ଥ ଓ ତୈଳ ତଥା ଇନ୍ଧନ ଗ୍ୟାସର ଅଗ୍ରଣୀ ଉତ୍ପାଦକ  ବେଦାନ୍ତ ଗ୍ରୁପ୍ (ସମୂହ) ଗୋଷ୍ଠୀ/ସମୁଦାୟ/ ସମାଜ ପ୍ରତି ନିଜର ପ୍ରଦିବଦ୍ଧତା ଉପରେ କେନ୍ଦ୍ରୀତ ହୋଇ ୨୦୨୧ ବିତୀୟ ବର୍ଷରେ ସାମାଜିକ କଲ୍ୟାଣ ଉନ୍ନୟନ ନିମିତ ୩୩୧ କୋଟି ଟଙ୍କା ବ୍ୟୟ କରିଛି ।…

ଗୁରୁ ପୂର୍ଣ୍ଣିମାରେ ଦୁଇ  ପ୍ରସିଦ୍ଧ ଗୁରୁଙ୍କୁ ସମ୍ବର୍ଦ୍ଧିତ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର/ନୂଆଦିଲ୍ଲୀ : ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ୨ ପ୍ରସିଦ୍ଧ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ଧାର୍ମିକ-ସାଂସ୍କୃତିକ ସ୍ଥଳୀ…

ମାନସିଂହ ସାହିତ୍ୟ ସଂସଦ ତରଫରୁ “ଆଧୁନିକ କବିତା” ଶୀର୍ଷକ ଆଲୋଚନା ଚକ୍ର

     ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ "ଆଧୁନିକ କବିତା" ଶୀର୍ଷକ ଆଲୋଚନା ଚକ୍ର ଭରଚୁଆଲ ମୋଡରେ ତା.୨୪.୦୭.୨୦୨୧ ରିଖରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ଆଲୋଚନା ଚକ୍ର ସମ୍ପର୍କରେ ସାମ୍ୟକ ସୂଚନା ଦେଇ, ଏହାକୁ ଆନୁଷ୍ଠାନିକ ଭାବେ…

ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ  ଓ ସୁବାସ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡି ଙ୍କୁ ଗତ ଶୁକ୍ରବାର ଦିଲ୍ଲୀଠାରେ ରାଜ୍ୟସଭାରେ ବିଜେଡି ଉପନେତା  ସାଂସଦ ଡଃ.ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକର ହଜାର ବର୍ଷର ଗର୍ବ…

ପୋଲାଭରମ ପ୍ରକଳ୍ପକୁ ପିପୁଲ ଏଗନେଷ୍ଟ ପୋଲାଭରାମ ପ୍ରୋଜେକ୍ଟ  (ପାପ)ର ତୀବ୍ର ବିରୋଧ । 

ପ୍ରକଳ୍ପ ବନ୍ଦ ନ ହେଲେ ୪ରାଜ୍ୟର ମିଳିତ ଜନ ଅନୋଦଳନ ଚେତାବନୀ । ମାଲକାନଗିରି ମୋଟୁ :-ପୋଲାଭରମ ପ୍ରକଳ୍ପ କୁ ନେଇ ତୀବ୍ର ବିରୋଧ , ପ୍ରକଳ୍ପ ବନ୍ଦ ନ ହେଲେ ଜନ ଅନୋଦଳନ l ମାଲକାନଗିରି ଜିଲ୍ଲା ଏହି ପ୍ରକଳ୍ପ ଯୋଗୁଁ ବହୁଳ ପରିମାଣରେ କ୍ଷତି ଗ୍ରସ୍ତ ହେବା ସହ ମାଲକାନଗିରି ଜିଲ୍ଲାର ଅନେକ…

ଝାରବନ୍ଧ ଠାରେ କୋଭିଡ଼ ସଚେତନତା ରଥ ଗଡିଲା

ଝାରବନ୍ଧ-ମନୋହର ଦାଶ:କୋଭିଡ଼ ସଚେତନତା ରଥ ଜଗଦଲପୁର ଠାରୁ ଆରମ୍ଭ କରି ଡଭା ରୁ ଝାରବନ୍ଧ ବ୍ଲକ କୁ ପହଂଚିଥିଲା ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ରେ  କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁସ୍ମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଝାରବନ୍ଧ ସରପଞ୍ଚ ଶ୍ରୀମତୀ ଧନମତି…